STORYMIRROR

Dibyajyoti Mohanty

Comedy

2  

Dibyajyoti Mohanty

Comedy

ନିଃସଙ୍ଗତା

ନିଃସଙ୍ଗତା

1 min
13K


ନିଃସଙ୍ଗତା

 

ଦୁଃଖ ତ କରନ୍ତି ଲୋକ ମୋ ଅସହାୟତା ଉପରେ

 

ହେଲେ ମୁରୁକି ହସୁଥାନ୍ତି ଭିତରେ ଭିତରେ

 

ଯାହାକୁ ଅଭାଗା ମୁଁ କେବେ ବୁଝି ନପାରେ...

 

ଏ ନିସଙ୍ଗ ରାତି ତୁ ଶୀଘ୍ର ଚାଲିଯାରେ

 

କାହିଁ ଭରୁଛୁ ଏତେ ଲୁହ ମୋ ଆଖିରେ

 

ତୋତେ କି ସୁଖ ମିଳୁଛି ମୋତେ କନ୍ଦାଇବାରେ....

 

ହରାଇବାରେ ଯେଉଁ ଖୁସି ତାହା କଣ ଅଛି ପାଇବାରେ

 

ଏଇ ଦୁଇ ଶେଷ ପଦ କଥା ଯେବେ ସେ କହିଗଲାରେ

 

ସେବେଠୁ ଏଠି ନା ମୁଁ ବଂଚିପାରେ ନା ମରିପାରେ....

 

ଦିବ୍ୟଜ୍ୟୋତି ମହାନ୍ତି

 

କ୍ଟ୍ରଷ.ଦ୍ଭକ୍ଟ-୭୩୭୭୫୧୦୨୫୪

 

Email-mikunmohanty63@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy