Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract

3  

kahnu charan sahu

Abstract

ଅଜବ ପ୍ରଶ୍ନ

ଅଜବ ପ୍ରଶ୍ନ

1 min
267



ମନ ଚାହୁଁ ନ ଥାଏ

ହୃଦୟ ଖୋଲିବାକୁ 

ଆଉ କା' ଆଗରେ

ହେଲେ, 

କିଏ କାଳେ ମୋତେ ନେଇ

ପ୍ରଶ୍ନ ଉଠେଇବ, ସେହି ଭୟରେ

ମନକୁ ମାରି ଚେଷ୍ଟାକରେ

କିଛି କ୍ଷଣ ନିଜକୁ 

ଦେଖିବାକୁ ଆଉ କାହା ସାମ୍ନାରେ ।


ମନେ ପକଉଥିବା ମନ

ସମୟ ବାଣ୍ଟିବାକୁ ଚାହୁଁଥିବା ହୃଦୟ

ନିରାଶ ନ ହେବାକୁ ଚେଷ୍ଟା କରେ

କିନ୍ତୁ ପାରେନି କେତେକ

ଅବୁଝା ମଣିଷ ପାଖରେ 

ନିଜର ପରିଚୟ ଶୂନ୍ୟ ପରିଚୟ ରଖି ।


ପଚାରେ,

ଏ କି ଅଜବ ପ୍ରଶ୍ନ !

ତମଠୁ....

କିଛି କ୍ଷଣର ବ୍ୟବଧାନ ପରେ 

ଏ ଦୁନିଆ ଖୁବ ଅଜବ ସତରେ

ଭାବୁଥିବା ମନ, ନିରବି ଯାଏ

ଖୋଜୁଥିବା ଆଖି ଦେଖିବାକୁ ନ ଚାହେଁ

ଆଲିଙ୍ଗନ କରିବାର ଆଶାରେ ଦୁଇହାତ

ପଥର ପାଲଟି ଯାଏ ।।



Rate this content
Log in

Similar oriya poem from Abstract