STORYMIRROR

kamal kumar dash

Romance Fantasy Inspirational

3  

kamal kumar dash

Romance Fantasy Inspirational

ଅବୁଝା ଆଖିରେ

ଅବୁଝା ଆଖିରେ

1 min
166

 ନୀଳ ନୀଳ ତୁମ   ଅବୁଝା ଆଖିରେ

         ଖୋଜୁଛି ମୁଁ ମତେ ଆଜି

   ମୋ ଗଲା ଅତୀତ   ସ୍ମୃତିର ବୋଇତ

       ଯାଇଛି କେଉଁଠି ହଜି ।


   ତୁମ କବିତାରେ    ତୁମ ସ୍ମୃତି ଧlରେ 

       ଖାଲି ତୁମ ମନ କଥା 

   କେବେ ବା ବୁଝନି   କେବେ ପଚାରନି 

        ମୋ ମନର ମନ କଥା ।


  ମୋର କବିତାରେ   ମୋର ଚାରିକଡେ 

        ଖାଲି ତୁମେ ଆଉ ତୁମେ 

  ଦିନ ମୋ ପୂରେନି    ରାତି ମୋ ଆସେନି 

        ନ ଦେଖିଲେ ଥରେ ତୁମେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance