ଅବସୋସର ଧୂଆଁ
ଅବସୋସର ଧୂଆଁ
ଜଡ଼ ଜୀବନଟା ଜର୍ଜରିତ ହୁଏ
ଅବସୋସର ଧୂଆରେ ବର୍ବରିତ ହୁଏ
ବିଷାଦ ଆସାଦରେ ଦଗ୍ଧୀଭୂତ ହୁଏ
ଅବସୋସର ଧୂଆଁରେ ବର୍ବରିତ ହୁଏ ।
କେବେ ଆଶା ଆକାଂକ୍ଷାର ଲୋଭେ ଆକର୍ଷିତ ହୁଏ
କେବେ ଯନ୍ତ୍ରଣାର ଜ୍ୱାଳାରେ କୋହାଭିଶିକ୍ତ ହୁଏ
ଏଠି ଜୀବନ ଜୀବନକୁ ବୁଝିବାରେ ରୁହେ
ଅବସୋସର ଧୂଆଁରେ ବର୍ବରିତ ହୁଏ ।
ଅତୀତକୁ ମୁଣ୍ଡରେ ମୁଣ୍ଡାଇ ରହେ
ପଶ୍ଚାତାପର ନିଆଁରେ ଜୀବନ ଘାଣ୍ଟି ହୁଏ
ବର୍ତମାନକୁ ନ ଦେଖି ଭବିଷ୍ୟତ କଥା କୁହେ
ଅବସୋସର ଧୂଆଁରେ ଜୀବନ ବର୍ବରିତ ହୁଏ ।