STORYMIRROR

Dr.Prativa manna

Romance

2  

Dr.Prativa manna

Romance

ଅଭିମାନ

ଅଭିମାନ

1 min
408

ଭାବୁଥାଅ ଯଦି ନିଜର

   କରିବନି କେବେ ଅଭିମାନ

  ଅଭିମାନେ ଅଭିମାନେ

     ସମ୍ପର୍କ ହୋଇଯିବ ବିଛେଦ


ଥରେ ଯଦି ହୋଇଯାଏ  

ମନମାଳିନ୍ୟ ଆଉ

 ଆଗକୁ ଯାଇହୁଏନି

କି ପଛକୁ ଫେରି ହୁଏନି


ବିଛେଦର ଦୁଃଖ

 ହୃଦୟର କୋହ

ସହି ହୁଏନି

କି କହି ହୁଏନି


ସମୟ ସାଥେ ଆଗକୁ ଚାଲ

  ସମ୍ପର୍କକୁ ନିବିଡ଼ କର

ନ କର ମାନ ଅଭିମାନ

ହବ ନାହିଁ ଆଉ ବିଛେଦ  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr.Prativa manna

Similar oriya poem from Romance