STORYMIRROR

Subhasree Kar

Romance

2  

Subhasree Kar

Romance

ଆନମନା...

ଆନମନା...

1 min
13.5K


ତମେ ତ ହୋଇପାରନା

ସୃଷ୍ଟି ଏ ସ୍ରଷ୍ଟାର 

ନୁହଁ, ବାସ୍ନା ମୃଦୁ ମଳୟର, 

ସୁରଝଙ୍କାର କୋଇଲିର,

ଆମ୍ବ ଗଛ କୁହୁଡିର ଭରା 

ଶୀତୁଆ ସକାଳର,

ନୁହଁ ହଳଦିବସନ୍ତ

ଚୁତ ବସନ୍ତର,

ବିଲକୁଲ ନୁହେଁ

ତମେ ଅପସରୀ

ପରୀ ରାଇଜର 

ବିଧୂର ବେଦନା ନୁହଁ ବିରହୀ ଯକ୍ଷର 

କାବ୍ୟ ନୁହେଁ କାଳିଦାସର... 

ମେଘର ସାଜିଛ ଦୂତ, 

ପୁରିଛି ଯମୁନା ପ୍ରେମର ପ୍ରଣୟ ଛଳେ 

ପ୍ରେୟସୀ ମୋ ତୁମେ ଆନମନା I 

ଡ଼କ୍ଟର ଶୁଭଶ୍ରୀ କର I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance