STORYMIRROR

BRATATI PRIYADARSHINI

Inspirational Children

3  

BRATATI PRIYADARSHINI

Inspirational Children

ଆମେ ସ୍ୱାଧୀନ

ଆମେ ସ୍ୱାଧୀନ

1 min
66


ଶୁଭେଚ୍ଛା ସଭିଙ୍କୁ ଆଜି ଦିନର 

ସ୍ୱାଧୀନତା ଦିବସ ଅଗଷ୍ଟ ପନ୍ଦର 

ଆଜିର ଦିନେ ଆମେ ସ୍ୱାଧୀନ ହେଲୁ 

ଇଂରେଜଙ୍କୁ ଆମ ଦେଶୁ ତଡ଼ିଣ ଦେଲୁ 

ଚିର ସ୍ମରଣୀୟ ଆମ ଏହି ଦିନଟି 

ଜାତୀୟ ପତାକା ଆଜି ଉଡେ ସବୁଠି 

ବୀର ସହିଦଙ୍କୁ ମନରେ ରଖିବା 

ଜାତୀୟ ସଂଗୀତ ଆମେ ଗାନ କରିବା 

ତ୍ରିରଙ୍ଗା ଉଡେ ଲାଲକିଲ୍ଲାରେ 

ଉତ୍ସବ ପାଳିତ ସବୁ ଜିଲ୍ଲାରେ 

ଏହି ଦିନଟି ଆମ ଜାତୀୟ ପର୍ବ 

ଭାରତୀୟ ବୋଲି ମନରେ ଗର୍ବ 

ଏହି ସ୍ୱାଧୀନତା ବହୁ କଷ୍ଟେ ଅର୍ଜିତ

ବିଦେଶୀ ଦ୍ରବ୍ୟ କର ବର୍ଜିତ 

ଜାତୀୟ ପତାକା ତଳେ ସଂକଳ୍ପ ନେବା 

ଜନ୍ମଭୂମିକୁ ଆମେ ସୁରକ୍ଷା ଦେବା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational