ଆମ୍ବ ଓ ଆମ୍ବଡା
ଆମ୍ବ ଓ ଆମ୍ବଡା
ଆମ୍ବ ହେଉ ଅବା ଆମ୍ବଡା ଫଳ ସେ
ପକ୍ଵ ଫଳ ପରା ମିଠା
କଞ୍ଚା ଫଳ ଗୁଣ କେମିତି କହିବା
ନ ଚାଖି ମିଠା କି ସିଠା
ପାଠୁଆ ହେଉ କି ଅପାଠୁଆ କିନ୍ତୁ
ବୁଦ୍ଧିମାାନ ବୃଦ୍ଧଜନ
ଯହିଁ ଅନୁଭବ ଅନୁଭୂତି ଠୁଳ
ପରିଣତ ତା’ର ଜ୍ଞାନ
ଆମ୍ବ ହେଉ ଅବା ଆମ୍ବଡା ଫଳ ସେ
ପକ୍ଵ ଫଳ ପରା ମିଠା
କଞ୍ଚା ଫଳ ଗୁଣ କେମିତି କହିବା
ନ ଚାଖି ମିଠା କି ସିଠା
ପାଠୁଆ ହେଉ କି ଅପାଠୁଆ କିନ୍ତୁ
ବୁଦ୍ଧିମାାନ ବୃଦ୍ଧଜନ
ଯହିଁ ଅନୁଭବ ଅନୁଭୂତି ଠୁଳ
ପରିଣତ ତା’ର ଜ୍ଞାନ