STORYMIRROR

Satyaprakash Sethy, M. A(UGC NET)

Inspirational

2  

Satyaprakash Sethy, M. A(UGC NET)

Inspirational

ଆମ ପରିବେଶ

ଆମ ପରିବେଶ

1 min
123

ଶୀତରେ ଶୈତ ଗ୍ରୀଷ୍ମରେ ଗରମ

ସୃଷ୍ଟିରେ ବୈଚିତ୍ର୍ ପରା

ଏବେ କିନ୍ତୁ ସବୁ ଓଲଟା ହେଲାଣି

ବଦଳି ଗଲାଣି ଧରା।।3

ବର୍ଷା ଦିନେ ଆଉ ବର୍ଷା ତ ହେଉନି

ରୌଦ୍ର କ୍ଲିଷ୍ଟ ଆମେ ସହେ

ସେହିପରି ଶୀତେ ଉତ୍ତାପ ସହୁଛି

ଅଶାନ୍ତିର ବାଆ ବହେ

ତ୍ରାହି ତ୍ରାହି ଡାକ ପ୍ରାଣୀକୂଳ ଛାଡେ

ଅସହ୍ଯ ହେଲାଣି କହେ।।4

ବାୟୁମଣ୍ଡଳର ସୁରକ୍ଷା କାରଣେ

ସବୁ ଅଘଟଣ ଘଟେ

ଏମିତି ଅବସ୍ଥା ଜାରି ରହେଲେଟି

ପ୍ରାଣୀ ସଂଖ୍ୟା ଛାଏଁ ଘଟେ।।5

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational