Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଛୁଟି ଦିନ
ଛୁଟି ଦିନ
★★★★★

© Kumari Sagarika None

Inspirational

1 Minutes   8.0K    30


Content Ranking


ପାୟଲ୍ ଆଖିରୁ ଲୁହ ଝରି ପଡୁଥାଏ l ମାସେ ପାଇଁ ସ୍କୁଲ୍ ଛୁଟି l ସେଥିରେ ତା’ର ସମର୍ କ୍ୟାମ୍ପ୍, ଆର୍ଟ୍ କ୍ଲାସ୍ l ପୁଣି ଘରକୁ ନଣନ୍ଦଙ୍କ ପିଲାମାନେ ଆସିଛନ୍ତି ଯେ ସେମାନଙ୍କ ସାଙ୍ଗେ ଖେଳିବା ପାଇଁ ମନ l ଏ ପଟେ ହୋମ୍ ୱାର୍କର ବୋଝ l ସେ ହୋମ୍ ୱାର୍କ୍ ଦେଖି ସ୍ମିତାର ମୁଣ୍ଡ ଖରାପ l ଜାଣି ପାରିଲାନି ଏଇଟା ହୋମ୍ ୱାର୍କ୍ ନା ପନିସମେଣ୍ଟ୍ ? ମାଆ ଝିଅଙ୍କର ପୁରା ଛୁଟିଟା ପାୟଲର ହୋମ୍ ୱାର୍କ୍ କରିବାରେ ହିଁ କଟିଗଲା l

ପାୟଲ୍ ପଚାରୁଥିଲା, ‘ମାମା ! ଛୁଟି କ’ଣ ହୋମ୍ ୱାର୍କ୍ କରିବା ପାଇଁ ହୁଏ ?’

ଛୁଟି ଦିନ ପାୟଲ୍ ହୋମ୍ ୱାର୍କ୍

Rate the content


Originality
Flow
Language
Cover design

Comments

Post

Some text some message..