Kumari Sagarika None

Inspirational

3  

Kumari Sagarika None

Inspirational

ଛୁଟି ଦିନ

ଛୁଟି ଦିନ

1 min
8.2K



ପାୟଲ୍ ଆଖିରୁ ଲୁହ ଝରି ପଡୁଥାଏ l ମାସେ ପାଇଁ ସ୍କୁଲ୍ ଛୁଟି l ସେଥିରେ ତା’ର ସମର୍ କ୍ୟାମ୍ପ୍, ଆର୍ଟ୍ କ୍ଲାସ୍ l ପୁଣି ଘରକୁ ନଣନ୍ଦଙ୍କ ପିଲାମାନେ ଆସିଛନ୍ତି ଯେ ସେମାନଙ୍କ ସାଙ୍ଗେ ଖେଳିବା ପାଇଁ ମନ l ଏ ପଟେ ହୋମ୍ ୱାର୍କର ବୋଝ l ସେ ହୋମ୍ ୱାର୍କ୍ ଦେଖି ସ୍ମିତାର ମୁଣ୍ଡ ଖରାପ l ଜାଣି ପାରିଲାନି ଏଇଟା ହୋମ୍ ୱାର୍କ୍ ନା ପନିସମେଣ୍ଟ୍ ? ମାଆ ଝିଅଙ୍କର ପୁରା ଛୁଟିଟା ପାୟଲର ହୋମ୍ ୱାର୍କ୍ କରିବାରେ ହିଁ କଟିଗଲା l

ପାୟଲ୍ ପଚାରୁଥିଲା, ‘ମାମା ! ଛୁଟି କ’ଣ ହୋମ୍ ୱାର୍କ୍ କରିବା ପାଇଁ ହୁଏ ?’


Rate this content
Log in

Similar oriya story from Inspirational