ଆସିବା ଆଗରୁ
ଆସିବା ଆଗରୁ
ଏଇତ ତୁମେ ଆସିଥିଲ
ଟିକେ ଆସିବା ଆଗରୁ
ଶୁଣୁଥିଲି ତୁମ ଗୀତ
ତୁମେ ଗାଇବା ଆଗରୁ ||
ଜାଣେନା କେମିତି କେବେ
ଆସି ତୁମେ ଛୁଇଁ ଚାଲି ଯାଅ
ଯେବେଯେବେ ମନ ଖୋଜେ
ସଦା ତୁମେ ପାଖେ ମୋର ଥାଅ ||
ଏଇତ ତୁମେ ଆସିଥିଲ
ଟିକେ ଆସିବା ଆଗରୁ
ଶୁଣୁଥିଲି ତୁମ ଗୀତ
ତୁମେ ଗାଇବା ଆଗରୁ ||
ଜାଣେନା କେମିତି କେବେ
ଆସି ତୁମେ ଛୁଇଁ ଚାଲି ଯାଅ
ଯେବେଯେବେ ମନ ଖୋଜେ
ସଦା ତୁମେ ପାଖେ ମୋର ଥାଅ ||