Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Inspirational

2  

Niranjan Sahu

Inspirational

ଶିଖ

ଶିଖ

1 min
191


ଶିଖ... ଶିଖ...ଶିଖ...ଥରେ କରିକିରିଦେଖ..

ଭଲ କଥା ମନେରଖ

ଭଲକାମ କରି ଶିଖ          

ବାପାଙ୍କ ଠୁଁ କର୍ତ୍ତବ୍ୟ ଶିଖ

ମାଆଙ୍କ ଠୁଁ ଆଦର ଶିଖ

ଭାଇ ଠୁଁ ସାହାଯ୍ୟ ଶିଖ

ସ୍ନେହ ଭଉଣୀ ଠୁଁ ଶିଖ

ଗୁରୁଙ୍କ ଠୁଁ ଜ୍ଞାନ ଶିଖ

ସାଧୁଙ୍କ ଠୁଁ ତ୍ୟାଗ ଶିଖ

ବ୍ୟବହାର ଦେବା ଶିଖ

ସେବା ମନଭାବ ରଖ

ଭକ୍ତି କରିବା ଶିଖ

ବଞ୍ଚିବା ପାଇଁ ଏ ସବୁ ଦରକାର

ସମାଜେ ଚଳିବା ଶିଖ.....

ଆରେ ଭାଇ ତୁମ ଦେହ ସରିବନି

ଥରେ ତ କରିଦେଖ..

ପାଇବ ସୁଖ ହିଁ ସୁଖ...



Rate this content
Log in

Similar oriya poem from Inspirational