Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍ୱତନ୍ତ୍ର ସମ୍ପର୍କ
ସ୍ୱତନ୍ତ୍ର ସମ୍ପର୍କ
★★★★★

© Chittaranjan Lenka

Abstract Inspirational

1 Minutes   7.0K    4


Content Ranking

ରକତ ସମ୍ପର୍କ           ଅତ୍ୟନ୍ତ ନିବିଡ

ବିଜ୍ଞାନ ବି ମାନିଥାଏ

ହେଲେ କେହି ନାହିଁ   ଆତ୍ମୀୟଙ୍କ ଆଗେ

ସବୁ ଖୋଲି କରି କହେ


ଭଲ ପାଇବାଟା          ଏମିତ ସ୍ୱତନ୍ତ୍ର

ଅଜଣା ନିଜର ହୁଏ

ଚାହଁ କି ନ ଚାହଁ          ଅନ୍ତରର କଥା

ଆପେ ଆପେ ଖୋଲିଯାଏ


ଚିତ୍ତ ରଞ୍ଜନ ଲେଙ୍କା (କଟକ)

ରକତ ସମ୍ପର୍କ ସ୍ୱତନ୍ତ୍ର

Rate the content


Originality
Flow
Language
Cover design

Comments

Post


Some text some message..