Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Tragedy

3  

ଓଡ଼ିଆ ଗଳ୍ପ ଓ କବିତା - ୨

Tragedy

ସକାଳର ରଙ୍ଗ

ସକାଳର ରଙ୍ଗ

1 min
6.7K


ସିନ୍ଦୁର ଫାଟଲେ

ଏଣିକି ଆତତାୟୀଙ୍କ ରକ୍ତରେ

ରଙ୍ଗିତ ହେଉଛି ପୃଥିବୀ ।

ସୁଭୁନି ଆଉ ସକାଳେ

ପକ୍ଷୀଙ୍କ କାକଳି

ଦାଦନ ଓ ଦୁଃଖୀ - ରଙ୍କୀଙ୍କ

ଆର୍ତ୍ତ ଚିତ୍ତକାରରେ ଫାଟି ପଡୁଛି

ପ୍ଲାଟଫର୍ମ ଓ ମନ୍ଦିର ପରିସର

ସକାଳର ଖବର

ହତ୍ୟା-ଲୁଣ୍ଠନ-ପାଶବିକତା

ପଅର କଥା ଫଳିଆରେ ବାପାର

ମୃତ୍ୟୁ / କନ୍ୟା ଭ୍ରୂଣ ହତ୍ୟା ଓ

ନାବାଳକା ଧରଷଣ ପରି କୁସସିତ

ଖବରରେ ଭରପୁର ସମ୍ବାଦପତ୍ର ।


Rate this content
Log in

Similar oriya poem from Tragedy