STORYMIRROR

Shekhar Rath

Romance Tragedy

4  

Shekhar Rath

Romance Tragedy

ସମୁଦ୍ର ତୀରେ

ସମୁଦ୍ର ତୀରେ

1 min
407

କବି ମୁଁ, ତୋ କବିତାର ବିରହ ସ୍ୱର

ତୁ ଚନ୍ଦ୍ରଭାଗା ହେଲେ ମୁଁ କୋଣାର୍କର ବୀର।


ପୂର୍ଣ୍ଣିମା ଚନ୍ଦ୍ର ଭଲି ଉଜ୍ଜ୍ବଳ ରୂପ ତୁମର

ଜେତେ ଦେଖୁଥିଲେ ଲାଗେ ନିଜର।


କରାଳ ଅମାବାସ୍ୟାରେ ମୁଁ ଛିଡ଼ା ଥିଲି ସେ ସମୁଦ୍ର ତୀରେ

ଢେଉ ସାଜି ମୃତ୍ୟୁ ଦେଲ ଏ ହୃଦୟରେ।


ନିଜ ଜୀବନ ନିଜ ହୋଇ ନ ରହିଲା ,ମୋ ସବୁ ସମୟ ତୁମ ଭକ୍ତିରେ ବିତିଲା।


ସବୁ ଦର୍ପଣ ସଜାଡିଲି ତୁମର, କିନ୍ତୁ ମୋ ଭାଗ୍ୟରେ ତୁମ ରୂପ ଦେଖିବାର ନ ଥିଲା।


ମନ୍ଦିର ବି ତୁମେ, ମସ୍ଜିଦ ବି ତୁମେ, ଯେଉଁ ଆଖିରେ ସବୁ ସୌନ୍ଦର୍ଯ୍ୟ ଦେଖିଲି, ସେହି ଆଖିର କିରଣ ବି ତୁମେ।


ବିଷ ଖାଇବାରେ ମୋ ପଛ ଘୁଞ୍ଚା ନାହିଁ , ବିଷ ଜଦି ତୁମ ହାତରୁ ମିଳନ୍ତା ତା ଠାରୁ ବଡ ଆତ୍ମୀୟତା ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance