STORYMIRROR

Manasmita Das

Abstract Drama Action

3  

Manasmita Das

Abstract Drama Action

ତୋ ବାଟ ରହିଛି ଚାହିଁ

ତୋ ବାଟ ରହିଛି ଚାହିଁ

1 min
363


ବତ୍ତॆମାନ ପୁରୁବ ଆକାଶେ ସୂର୍ୟ୍ଯର ଉଦୟର ସମୟ 

ଠିକ୍ ଏହି ଘଡ଼ିସନ୍ଦି ମୁହୁର୍ତ୍ତଟିରେ ବନସ୍ତେ କୋକିଳ ତା 

ସୁମଧୁର ସ୍ବରେ କୁହୁକୁହୁ ରାବ ଦେଉଛି।ରାତି ୪ଟାରୁ

ଉଠି ନିତ୍ଯକ୍ରମ ସାରିକି ରୁଟୀ,କ୍ଷୀରଖାଇସାରିଲା ପରେ

ସମସ୍ତଙ୍କୁ ପ୍ରଣାମ କରି ମୁଁ ଧରିଥିବା ବ୍ୟାଗ୍ ଟିକୁ ମୋର       

ହାତରୁ ନେଇ ପିନ୍ଧି ପକେଇଲା।ମଙ୍ଗଳ ବାର ସମୟ୫ଟା

ବାଜିଥାଏ।ହଠାତ୍ ଅଟୋ ଆସିଲା ତହିଁରେ ମୋ ବଡପୁଅ

କଲେଜ NCC.CMP ଯିବା ପାଇଁ ଢେଙ୍କାନାଳ 

ଅଭିମୁଖେ ଯାତ୍ରା କରିଲା।ଗଲାବେଳେ ବାରମ୍ବାର ପଛକୁ

ଚାହୁଁଥିବା ସମୟରେ ତ ଅଟୋଟି ଅଗେଇଗଲା ଆଗକୁ

ତା ଆଗରେ ତ ବହୁତ କଷ୍ଟରେ ଆଖିର ଲୁହକୁ ସମ୍ଭାଳି

 ଦେଉଥିଲି। ହେଲେ ସିଏ ସବୁ ଜାଣିପାରୁ ଥିଲା ମୋ ପରି

ସିଏ ବି ଟିକେ ନଜାଣିଲା ପରି ସବୁକାମ କରୁଥିଲା। ସେ

କାଳେ କିଛି କହିଲେ ମୁଁ ବେଶୀ କାନ୍ଦିବି ସେଥିଲାଗି ସେ ଚୁପ୍

ରହୁଥାଏ। ତାର ଲୁହ ଭରା ଠଳ ଠଳ ଆଖି ଦୁଇଟି  ତ

ମତେ ତା ମନର ଅକୁହା କଥାକୁ ସବୁ କହିଦୋଉଥିଲା।

ସିଏ ଗଲାପରେ ମୁଁ ଆଉ ନିଜକୁ ସମ୍ଭାଳି ପରିଲିନାହିଁ । 

ସାନପୁଅ ବାରମ୍ବାର ପାଚାରୁଥାଏ ମାମା ତୁ କାନ୍ଦୁଛୁ ନା ? 

ମାମା ଭାଇ କୋଉ ଦିନ ଆସିବ ? ଭାଇ ଆସିଲେ କହିଦେବି

ତୁ କାନ୍ଦୁଛୁ ବୋଲି।ଭାଇ ରୁମ୍ କୁ ଆସି ଦେଖି କହିଲା ମାମା 

 ଭାଇ ତା ଚଷମା ନବାକୁ ଭୁଲିଗଲା। ଭାଇକୁ ଫୋନ କର

 ଆସିକି ନେଇଯିବ। ତାପରେ ତାର କାନ୍ଦ ମୁଁ ଆଉ ସମ୍ଭାଳି ପାରିଲିନି। କିଛି  ସମୟ ପରେ ଟ୍ରେନର ଛିକ୍ ଛିକ୍  ଶଦ୍ଦ

ଶୁବିଲା କାନ୍ଦି କାନ୍ଦି କହୁଥାଏ ମାମା ଭାଇ ଏଇ ଟ୍ରେନ୍ ରେ ପଳେଇଲା ନା। ଭାଇ ମତେ କହୁଥିଲାପା ୬.୩୦ ଟ୍ରେନ୍ ରେ ଭାଇ ଯିବ ବୋଲି। ତାକୁ ତ ଚୁପ୍ ମୁଁ କରିପାରୁ ନ ଥିଲି। 

ଟ୍ରେନ୍ ର ଶଦ୍ଦ ଧୀରେଧୀରେ କମିକମି ଗଲା।ପ୍ରତୀକ୍ଷାରେ ତ

 

                  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract