STORYMIRROR

Akshayakumar Dash

Inspirational

1  

Akshayakumar Dash

Inspirational

ପଥର ତଳର ଘାସ

ପଥର ତଳର ଘାସ

1 min
124

ଲେଖନୀ ଚାଳନ କରୁଥିବା ବ୍ୟକ୍ତିଟି ପ୍ରତି ସାହିତ୍ୟ ଜଗତର ମୃଧନ୍ୟ ବନ୍ଧୁ ମାନେ ଈର୍ଷାନିତ ହୋଇ ଛନ୍ଦ କପଟର ବଳୟ ସୃଷ୍ଟିକରି ସୃଜନିକା କୁ ଅବଜ୍ଞା କରି ପରୋକ୍ଷରେ ହତାଦର କରନ୍ତି।

ଏପରିକି ଧମକ ଚମକ ଦେଖାଇ ନିଜ ଅକ୍ତିଆରକୁ ଟାଣିଆଣି ମାନସିକ ଚାପ ପ୍ରୟୋଗ କରନ୍ତି, ସାହିତ୍ୟ ପଥରେ ପାଦ ପକେଇ ଆଗକୁ ଚାଲୁଥିବା ଏହି ବ୍ୟକ୍ତିଟି ପ୍ରତି ଜୀବନର ତିକ୍ତ ଅନୁଭୂତିକୁ ନେଇ ନିଜର ସିଧାକଥା।


#ସିଧାକଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational