The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Akshayakumar Dash

Inspirational

3.0  

Akshayakumar Dash

Inspirational

ପୃଥିବୀ ର ଆଖି

ପୃଥିବୀ ର ଆଖି

1 min
3.3K


  • କୋଟର କାଠଗଡାରେ ଡ୍ରା ଖୁରାନା ।ଓକିଲ ପଚାରିଲେ କଣ ପାଇଁ ଆପଣଙ୍କ ଗବେଷଣା। ବିଜ୍ଞାନ ତ ହାରମଣିଛି।
  • ଲୋକମାନକଂ ହିତରେ ନଯାଇ ସୃଷ୍ଟି କରିଛି କୋପିଡି19 ଭୂତାଣୁ। ମାନବ ସମାଜ ଭୂତାଣୁ ଜନିତ ମହାମାରୀ ରୋଗରେ ପୀଡିତ ହୋଇ ମୂର୍ତ୍ତୃ ବରଣ କଲେଣି।ସାରା ପୃଥିବୀ ର ଅର୍ଥ ନୀତି ଦୃବଲ।ଲୋକମାନେ ଘରେ ରହି ଆତଙ୍କ ରେ ସମୟ କାଟୁଛନ୍ତି କାମ ଦାମ ବନ୍ଦ।
  • ଖୁରାନା ନିର୍ଭୟରେ କହିବା ଆରମ୍ଭ କଲେ ବିଜ୍ଞାନ ମାନବ ସମାଜ କଲ୍ୟାଣ ରେ କେବେ ମାନବତା କୁ ଛାଡି ବିଜ୍ଞାନ କାମକରିନି କିନ୍ତୁ କେତେକ ଦେଶର ଚକ୍ରାନ୍ତରେ ଏପରି ମହାମାରୀ ବିଶ୍ୱକୁ କବଳିତ କରି ରଖି ପାରିଛି। ଓକିଲ ପଚାରିଛନ୍ତି ତେବେ ଯେଉଁ ଦେଶ କରୋନା କୁ ଜନ୍ମ ଦେଇଛି ସେଦେଶ ତ ଜାଣି ଥିବ ଏହା ର ପ୍ରତିକାର 
  • ଖୁରାନା କହିଲେ ପ୍ରତିକାର ଏତିକି ନିଜେ ନିଜର ସତର୍କତା ଅବଲମ୍ବନ କରିବା ।ସତରେ ବିଶ୍ୱର ଆଖି ଦେଖୁଛ ବ୍ୟକ୍ତି କେତେଦିନ ନିଜକୁ ଆୟତ୍ତ କରି ସାହସର ସହିତ ଲଢ଼ିବାକୁ ଆଗେଇ ଆସୁଛ ।


Rate this content
Log in

More oriya story from Akshayakumar Dash

Similar oriya story from Inspirational