ପ୍ରେମ ଶାରୀରିକ ସମ୍ପର୍କ ନୁହେଁ
ପ୍ରେମ ଶାରୀରିକ ସମ୍ପର୍କ ନୁହେଁ
• ପ୍ରେମ ଏକ ପବିତ୍ର ସମ୍ପର୍କ ।
• ମୁଖ୍ୟତଃ କହିଲେ Respect & Care କୁ ବୁଝାଏ ଥାଏ ।
• ପ୍ରେମ ହେଉଛି ଏକ ହୃଦୟର ସମ୍ପର୍କ, ଶାରୀରିକ ସମ୍ପର୍କ ନୁହେଁ । କାରଣ ଯାହା ସହିତ ପ୍ରେମ ସମ୍ପର୍କ ରଖିଥାଉ ତା'ସହିତ ଯଦି ଦୁଇ ଜଣଙ୍କ ଇଚ୍ଛାରେ ଶାରୀରିକ ସମ୍ପର୍କ ହୋଇଥାଏ । କିନ୍ତୁ ଯାହା ସହିତ ଆମେ କେବଳ ଶାରୀରିକ ସମ୍ପର୍କ ରଖିଥାଉ ତାକୁ ପ୍ରେମ କରିଥାଉ । କହିଁକିନା "ପ୍ରେମ ହେଉଛି ଏକ ହୃଦୟର ସମ୍ପର୍କ"
• ତା'ମାନେ ନୁହଁ ଯେ ତା'ସହିତ ପ୍ରେମ ହେବ ନାହିଁ, ଯେତେବେଳେ ହୃଦୟ ଆସି ଯିବ ସେତେବେଳେ ନିଃଶ୍ଚୟ ହେବ ।
ଏଣୁ ପ୍ରେମ ଏକ ହୃଦୟର ସମ୍ପର୍କ, ଶାରୀରିକ ସମ୍ପର୍କ ନୁହେଁ ।
• ସମସ୍ତ ପ୍ରେମ ଗୋଟିଏ । (Every love❤ is equal )
Continue......
