Akshayakumar Dash

Inspirational

2  

Akshayakumar Dash

Inspirational

ପିଲାଟିର ଦୃଷ୍ଟି (ଭାଗ ୨)

ପିଲାଟିର ଦୃଷ୍ଟି (ଭାଗ ୨)

1 min
508


ଶିକ୍ଷକ କଂ ଶାରୀରିକ ଅସୁସ୍ଥତା କୁ ଗ୍ରାମର ଜଣେ ବ୍ୟକ୍ତି ଦେଖି କିଛି ଚେରମୁଲି ବଟି ପାନ କରିବାକୁ ଦେଲେ । କିଛିସମୟପରେ ଟିକେ ଆରାମ ଲାଗିଲା । ସମସ୍ତ କାରଣ ବୁଝି ଶିକ୍ଷକକୁଁ ପିଲାମାନଙ୍କ ପ୍ରତି କୋହଳ ନୀତି ଅଚରଣପାଇଁ ପରାମର୍ଶ ଦେଲେ । ଶିକ୍ଷକ କିନ୍ତୁ ତାଙ୍କ ନୀତିରେ ଦୃଢ ରହୁଥିଲେ ।

ଶିକ୍ଷକକୁଁ ଜଣେ ସାଧୁ ଭେଟକଲେ । ମୁଖ ଦେଖି କହିଲେକି ଆପଣଙ୍କ ପତ୍ନୀ ଯଦି ଥାନ୍ତେ ତେବେ ଆପଣ ପିଲାଙ୍କ ପ୍ରତି ଯେଉଁ ବ୍ୟବହାର କରୁଛନ୍ତି ତାହାକୁ ପସନ୍ଦ କରନ୍ତେ ନାହିଁ । ଶିକ୍ଷକ ଆଶ୍ଚଯ୍ୟ ହେଲେ । ଏବ୍ୟକ୍ତି ଏତେକଥା କିପରି ଜାଣିଲେ । ଶିକ୍ଷକ ପ୍ରଶ୍ନ କଲେ ଆପଣ ମୋ ଜୀବନ ରେ ଘଟିଥିବା ଘଟଣା ବିଷୟରେ କିପରି ଜାଣିଲେ । ସାଧୁ ଜଣକ ଅଳ୍ପହସି କହିଲେ ଆପଣଙ୍କ ପତ୍ନୀକଂ ଇଚ୍ଛାକଣ ଥିଲା ମାନେପକାନ୍ତୁ,ଆପଣଙ୍କ ପତ୍ନୀ ଚାହୁଁଥିଲେ ମୋର ସ୍ୱାମୀ ଜଣେ ଭଲ ଶିକ୍ଷକ ହୋଇ ଶିଶୁମାଙ୍କୁ ଭଲ ପାନ୍ତୁ । କ୍ରମଶଃ


రచనకు రేటింగ్ ఇవ్వండి
లాగిన్

Similar oriya story from Inspirational