Anujhansi Palai

Abstract Others

1  

Anujhansi Palai

Abstract Others

ନାରୀ ଆଉ ତାର ସ୍ଵପ୍ନ

ନାରୀ ଆଉ ତାର ସ୍ଵପ୍ନ

6 mins
205



ସ୍ଵପ୍ନ ଦେଖିବାକୁ କିଏ ନ ଭଲପାଏ କିଏ ଖାଲି ଆଖିରେ ଚେଇଁ କି ଦେଖେ,,ଆଉ କିଏ ଅଧ ରାତିରେ କଡ ଲେଉଟାଇ ବୁଜିଥିବା ଆଖିରେ ଦେଖେ ।।

ନା ଜାତି ମାନେ ନା ଧର୍ମ ନା ତାର ହାତ ଅଛି ନା ଶବ୍ଦ ଏମିତି ଏକ ବୟସ ରୋଗ ଇଏ ବୟସ ବଢିବା ସଙ୍ଗେ ସଙ୍ଗେ ସ୍ଵପ୍ନ ବଢ଼ି ବଢ଼ି ମଧ୍ୟ ଯାଏ ।।


ସେମିତି ଗଙ୍ଗା ର ଥିଲା ବହୁତ୍ ଅସୁମାରୀ ସ୍ଵପ୍ନ କେମିତି ସେ ଗୋଟେ ଭଲ ନୃତ୍ୟ ଶିଳ୍ପୀ ହେବ ଆଉ ନାଁ କରିବ । ।

କିନ୍ତୁ ତା ପରିବାର ଲୋକେ ବିଲକୁଲ୍ ତାର ୟେପରି ସ୍ଵପ୍ନ କୁ ଆଖି କଡକେ ବି ଭଲ ପାଉ ନଥିଲେ କେବଳ ତା ମା ଆଉ ସାନ ଭଉଣୀ ସୀତା କୁ ଛାଡ଼ି । ।


ଜେଜେ ବାପା , ,ତାକୁ କଥା କଥା ରେ ବହୁତ୍ ମନ୍ ଦୁଃଖ କର ଶବ୍ଦ ପ୍ରୟୋଗ କରି ତା ମନକୁ ଆଘାତ ଦେଉ ଥିଲେ । ବାର ବାର ତାକୁ କହୁ ଥିଲେ ଏମିତି ଅଲାଯୁକୀ ପରୀ ବୁଲି ବୁଲି କାହିଁକି ନ।ଚୁଛୁ ଝିଅ ପିଲାଟେ ତୁ ଝିଅ ପରୀ ରହିବାକୁ ଚେଷ୍ଟା କର ନମ୍ର ଭଦ୍ର ଘର୍ ର ଝିଅ ଏମିତି ଗାଁ ଗାଁ ବୁଲି ନୃତ୍ୟ କରନ୍ତି କିଛି କରିବାର ଅଛି ତ୍ ରୋଷାଇ ଘର୍ କରଣ। କାମ ଶିଖ ଭବିଷ୍ୟତରେ ଆଗକୁ ଯାଇ ତୋରି କାମରେ ଆସିବ । ।।


ଏପରି କଥା କହି ଗଙ୍ଗା ମନକୁ ସାରୁ ପତ୍ରରେ ପାଣି ଢଳ ଢଳ ହେଲା ପରୀ ଢଳ ଢଳ କରାନ୍ତି କିନ୍ତୁ ତା ମନକୁ ଛୁଇଁ ପାରନ୍ତିନି ନା ଗଙ୍ଗା ତା ମନକୁ ପରିବର୍ତ୍ତନ କରେ ,,,ସେ ତା ଜିଦ ରେ ଅଟଳ ଥାଏ । ।ଆଉ ତା ବାପା ଭାଇ ସବୁ ବେଳେ ପର।ମର୍ଶ ଦିଅନ୍ତି ,ପାଠ ପଡ଼ିବାକୁ ଆଉ ଭଲ ଚାକିରୀ ଟେ କରି ବାକୁ । । 


ବାପା - ଯାହା ଯେତିକି ନାଚିଲୁ ଆଉ ନା କଲୁ ବହୁତ୍ ସେତିକି ଏବେ ପାଠ ରେ ମନ ଲଗା । । ହେଲେ ତା ବାପା ଭାଇ ବି ତାକୁ କଉ ପାଠ ପଢି ବାକୁ ବେଶୀ ଦୂର କୁ ଛାଡ଼ୁ ନ ଥିଲେ ।

କାରଣ ,,ସେ ଭାବନ୍ତି ଝିଅ ପିଲାଟା କାଳେ କିଛି ଭୁଲ୍ ଚୁକ୍ ହୋଇ ଯିବ ଜୀବନ ତମାମ କଳଙ୍କ ଲାଗିଯିବ । ।ଆଉ ସାରା ଜୀବନ ଆମ କୁ କଷ୍ଟ ଦେବ ବୋଝ ହୋଇ ବହୁତ୍ ଦୁଃଖ ଲାଗେ ଗଙ୍ଗା କୁ କି ....ତ।ରି ପରିବାର ତା ପ।ଇଁ ଏତେ କଟକଣା ଲାଗୁ କରି ରଖି ଛନ୍ତି କଣ ପାଇଁ କଣ୍ ସେ ଝିଅ ଟେ ବୋଲି ? ? ନା ସେ ପର ଧନ ବୋଲି ନା ସେ ପୁଅ ମାନକ ପରି ପିଣ୍ଡ ଦାନ ରେ ପିଣ୍ଡ ବ।ଢ଼ି ପାରିବନି ବୋଲି " ( ଓ ! କି ବିକୃତ ଚିନ୍ତାଧାରା )


ଏମିତି ବହୁତ୍ କିଛି ଉଁଙ୍କୀ ମାରେ ଗଙ୍ଗା ର ମନ୍ ରେ ଅଜବ ଅଜବ ପ୍ରଶ୍ନ ସବୁ ,, , ,କୋମଳ ମୋତି ସଦ୍ୟ ମନରେ ୟେପରି ବିକଳାଙ୍ଗ ଭାବନା ମାନ । ବାର ବାର୍ ଗଙ୍ଗା ର ସ୍ଵପ୍ନ କୁ କିଛି ରୂପ ଦେବା ଆଗରୁ ପାଦ କୁ ତାର ସିକୁଳୀ ପକାଇ ରଖି ଦଉ ଥିଲା ।

(ଗଙ୍ଗା ର ଭାବନା) ସତରେ କଣ ମୋ ନାଚ ପାଇଁ ଘର ର ମ।ନ୍ ଇଜ୍ଜତ ତଳେ ପଡି ଧୂଳି ଧୁଆଁ ପରୀ ପବନେ ଉଡି ଯିବ । ଆଉ ନିନ୍ଦା ପାଇବେ ମୋ ଘର ଲୋକ ଦିନ ଉପରେ ଦିନ ତାର କଡ ଲେଉଟା ଉ ଥାଏ । ।ଆଉ ଗଙ୍ଗା କୁନି ପିଲା ରୁ ଟିକେ ତରୁଣୀ ହେବାକୁ ଲାଗୁ ଥାଏ ପ୍ର।ଥ ମିକ ରୁ ହାଇ ସ୍କୁଲ କୁ ଯିବା ପାଇଁ ଲାଗିଲା , ଧୀରେ ଧୀରେ ତାର ସୁନ୍ଦର୍ ରୂପ ସଜ ପଦ୍ମ ଫୁଲ ଫିଟିଲା ପରୀ ଫୁଟି ବାକୁ ଲାଗିଲା ଢଳ ଢଳ ନୟନ ଯୁଗଳ କୁ , ଗୋଲାପି ରଙ୍ଗ ରଙ୍ଗ ର ଓଠ ଧୀମା ଧୀମ। ଚାଲି ରେ ସବୁ ପାଗଳ ହେବାକୁ ଲାଗିଲେ । ।କିନ୍ତୁ ଗଙ୍ଗା ମନରେ ପିଲ।ଳିଆମି ଟିକେ ବି ଯାଇ ନଥାଏ ନା ତାର ସ୍ଵପ୍ନ । ।"

ତାର ଏପରି ରୂପରେ ତାର ବହୁତ୍ ଝିଅ ସାଙ୍ଗ ବନି ଯାଇ ଥିଲେ ଆଉ ତାକୁ ସବୁ ବେଳେ ପ୍ରୋତ୍ସାହିତ କରୁ ଥିଲେ କି ତୁ ବହୁତ୍ ସୁନ୍ଦର୍ ଅଛୁ ନାଚ କି ଅଭିନୟ କଲେ ବହୁତ୍ ଆଗକୁ ଯିବୁ । ।

ଗଙ୍ଗା ର ମନ ରୁ ଛୋଟ୍ ବେଳର ବାଲି ଧୂଳି ଖେଳ ସ୍ମୃତି ପଛେ ଲିଭି ଯାଇ ଥିବ ହେଲେ ତା ପରିବାର ଲୋକ ଙ୍କ କହିଥିବା କଥା ସ୍ଵପ୍ନ ର ବିରୁଧେ ଲିଭି ହିଁ ନଥିବ । ।


ପ୍ରତେକ ଦିନ ୟେ ଭାବନାରେ ଗଙ୍ଗା ର ଅଢାଇ ଦିନ ର ଜୀବନ ସୂଯ୍ୟା ଚନ୍ଦ୍ର ଙ୍କ ଆତ୍ ଜ।ତ୍ ପରି ଆତ୍ ଜାତ୍ ହେଉ ଥିଲା କିନ୍ତୁ କେବେ ମନ ରୁ ମରୁ ନଥିଲା ଠିକ୍ ସେ ସମୟରେ ତା ଜୀବନ ରେ ଜଣେ ଲୋକ ଆସିଲା ସେ ଲୋକ ତାଙ୍କ୍ ସ୍କୁଲ ମାଷ୍ଟର ଥିଲେ । । ଯିଏ କି ଗଙ୍ଗା କୁ ନିଜ ଝିଅ ପରୀ ଭଲ ପାଇ ବାକୁ ଲାଗିଲେ । ।ଆଉ ସେ ବି ଗଙ୍ଗା ର ଭଉଣୀ ସୀତା ଆଉ ତା ମା ଯେପରି ଗଙ୍ଗା ର , ସାଥ ଦେଉ ଥିଲେ ସେପରି ଦେବାକୁ ଲାଗି ଲେ ।


ଆଉ ବହୁତ୍ ବାର୍ କହୁ ଥିଲେ ନାଚ ରେ ଭାଗ ନେବାକୁ କିନ୍ତୁ ଗଙ୍ଗା ର ଏକ ଜିଦ କି ସେ ତା ବାପା ଭାଇ ଙ୍କୁ ବହୁତ୍ ଭୟ କରେ ତ୍ ନାଚି ବନି । ।

ମାଷ୍ଟର - ଗଙ୍ଗା ମା ତୁ ବ୍ୟସ୍ତ ହଁ ନି ମୁଁ ଅଛି ତୋ ପ୍ରତିଭା କେବେ ବି ନଷ୍ଟ ହେବନି କି ଅନ୍ଧାର ରାତି ରେ ତାର ହଜିଲା ପରୀ ହଜିବନି । ।


ଗଙ୍ଗା - ନାଇ ଗୁରୁ ଜି ମୁଁ ମୋ ଅତୀତର ଛୋଟ୍ ହେଉ ପଛେ ନାଚି ଜିତି ଥିବା ସ୍ମୃତି ରେ ଜିଁ ଯିବି ଜୀବନ ଭରି,, ଆପଣ ମୋ ପାଇଁ ଏତିକି ଚିନ୍ତା କଲେ ସେଟା ମୋ ପାଇଁ ବଡ଼ କଥା ।

 କିନ୍ତୁ ଗୁରୁ ଜି ଜଣକ ବହୁତ୍ ଚେଷ୍ଟା କରିଲେ କେମିତି ଗଙ୍ଗା ର ପ୍ରତିଭା କୁ ସମସ୍ତେ ଜାଣିବେ 


ତେଣୁ ସେ ସ୍କୁଲ ରେ ପୂଜା ଛୁଟି ସମୟରେ ନୃତ୍ୟ ପ୍ରତିଯୋଗିତା ମାନ କରିବାକୁ ଲାଗିଲେ । ଆଉ ନିଜେ ଯାଇ ଗଙ୍ଗା ର ଘରେ ଗଙ୍ଗା ର ବାପା ଭାଇ ଙ୍କୁ ବୁଝାଇ ଲେ କିନ୍ତୁ ଗଙ୍ଗା ର ପରିବାର ନାରାଜ ଗଙ୍ଗା କୁ ଛାଡ଼ି ବାକୁ ହେଲେ ଗଙ୍ଗା ଭାବିଲା ମାତା ପିତା ପରି ଗୁରୁ ବି ଦେବତା ତାଙ୍କ୍ ଆଦେଶ କିଛି ଈଶ୍ୱର ଙ୍କ ଠୁ କମ୍ ନୁହଁ । । ।

ଗଙ୍ଗା ରାଜି ହୋଇ ଗଲା । ।ହେଲେ କଣ ପାଇଁ ରାଜି ହେଲା ? ଏସବୁ ଗୁରୁ ଜି ଜଣ ଙ୍କ , ବୁଝି ହିଁ ପାରୁ ନଥିଲେ ଶେଷ ରେ ଗଙ୍ଗା କୁ ପଚାରି ବାକୁ ଲାଗିଲେ ଆଉ ଗଙ୍ଗା ତାଙ୍କୁ ଭୁଲ୍ ମାଗି ବାକୁ ଲାଗିଲା 

ଗୁରୁ ଜି ମୁଁ ବହୁତ୍ ଲଜ୍ଜିତ ! ! ଘରେ ମିଛ କଥା କହିଛି, ଆଉ ଆଡେ ଲୁଚି ସମସ୍ତଙ୍କ ନଜର ରୁ ନାଚିବାକୁ ମୁଁ ନିଜେ ନିଜେ ମନସ୍ଥ କରିଛି ।। ।

ଗଙ୍ଗା ର ଏପରି ପଦକ୍ଷପ ରେ ତା ଗୁରୁ ଜି ରାଗି ଗଲେ ପ୍ରଥମେ କି ମିଛ କହିଥିବାରୁ । । ହେଲେ ତାଙ୍କ ମନରେ ଚିନ୍ତିଲେ ପ୍ରତିଭା କୁ ଦବାଇ ମାରିବା ବି ଗୋଟେ ଅପରାଧ ପରି ତା ଛଡା ଗଙ୍ଗା ଭୁଲ କାମ ପାଇଁ ମିଛ କହିନି । । ପୁଣି କହିଛି ଗୁରୁ ଙ୍କ ପାଇଁ " ବହୁତ୍ ଭାବ ବିହ୍ୱଳ ହୋଇ ପଡ଼ି ,,,,,ଗଙ୍ଗା ଙ୍କୁ କଲ୍ୟାଣ କଲେ 

" ଗଙ୍ଗା ତୁ ସବୁ ବେଳେ ଏମିତି ରହିବୁ ଆଉ ନାଁ କରିବୁ ଯେପରି ସେ ପତିତ୍ ପାବନି ଗଙ୍ଗା ସାରା ସୂଷ୍ଟି ରେ ନାଁ କରିଛି ସେପରି ତୁ ତୋ ପ୍ରତିଭା ରେ ସମାଜ ରେ ନାଁ କରିବୁ 


ଗୁରୁ ଙ୍କ ଏପରି ଶ୍ରଦ୍ଧା ଦେଖି -ପାଦ ତଳେ ପଡି ଗଲା ଆଉ କାନ୍ଦିବାକୁ ଲାଗିଲା 


(କିଛି ଦିନ ପରେ )

ଏମିତି ବହୁତ୍ ବାର୍ ମିଛ କହି ନାଚିବାକୁ ଲାଗିଲା ଗଙ୍ଗା ର ଘରେ କେବଳ ତା ମା ଭଉଣୀ ଛଡା ବାକି ଅନ୍ଧାର ରେ ଥିଲେ " ଏ ମିଛ ବିଷୟରେ ଜାଣି ହିଁ ନଥିଲେ । 

ଗଙ୍ଗା ର ଗୁରୁ ଜି ଙ୍କ ପୁଅ ଗଙ୍ଗା କୁ ବହୁତ୍ ଭଲ ରେ ଚିହ୍ନି ଯାଇ ଥିଲା । । ଆଉ ଗଙ୍ଗା କୁ ମନେ ମନେ ଭଲ ପାଉଥିଲା ଗଙ୍ଗାର ସେମିତି ତ ଲୋଭନୀୟ ରୂପ ଥିଲା । ତେଣୁ ତାକୁ ବହୁତ୍ ଭଲ ପାଉ ଥିଲେ କେତେ ଜଣ ,,, ଆଉ ସେ " ଗୁରୁ ଙ୍କ ପୁଅ ଗଙ୍ଗା କୁସୁନ୍ଦର ନାଚ ଆଉ ତା ବାପା ଙ୍କ ପ୍ରତି ଥିବା ସମ୍ମାନ କୁ ଦେଖି ପସନ୍ଦ କରୁ ଥିଲା । ।

କିନ୍ତୁ ଗଙ୍ଗା ତାକୁ ଭାଇ ପରୀ ସମ୍ବୋଧନ କରୁ ଥିଲା । ।


ଗଙ୍ଗା ସ୍କୁଲ ପଢା ସାରି କଲେଜ ଯିବାକୁ ଲାଗିଲା । । ଫରକ ଥିଲା ଏତିକି ସ୍କୁଲ ରେ ମିଛ କହି ନାଚୁ ଥିଲା କିନ୍ତୁ ବାହାରକୁ ଯାଉ ନଥିଲା ଯାହା ସ୍କୁଲ ଭିତରେ ତା ପ୍ରତିଭା ଥିଲା ।। 

ହେଲେ କଥାରେ ଅଛି ନା ଚନ୍ଦନ କୁ ଯେତେ ଛୁପାଇଲେ ତା ବାସ ଚହଟେ ଆପେ ଆପେ ।ସେପରି ଗଙ୍ଗା ର ପ୍ରତିଭା ମହକିବାକୁ ଲାଗିଲା ଆଉ ଗଙ୍ଗା ଯିଏ କି ନାଚିବାକୁ ସ୍କୁଲ ଛଡା ପଦାକୁ କେବେ ଯାଇ ନଥିଲା ସେ ପଦା ର ବଡ଼ ବଡ଼ ଜାଗା କୁ ନାଚିବାକୁ ଗଲା ।ଏସବୁ କଥା ଗଙ୍ଗା ର ଘର ଲୋକ ଙ୍କ କାନ ରେ ପଡ଼ିଲା ଆଉ ତା ଘର୍ ଲୋକେ ତାକୁ ମାଡ଼ ବହୁତ୍ ମାରିଲେ ଆଉ ତାର ପାଠ ପଢା ବନ୍ଦ କରି ଦେଲେ ପୁରାପୁରି ,,।ୟେ ସବୁ ପାଇଁ ତା ପରିବାର ଲୋକେ ବହୁତ୍ ଘୃଣା କଲେ ସେ ଗୁରୁ ଙ୍କୁ ଆଉ ପ୍ରତି ଟି କଥା ରେ ତାଙ୍କୁ ଦାଇ କଲେ ବଢିଲା ଝିଅ କୁଆଡେ କଣ କେତେ କଥ। ହେବ ପୁଣି ଆମ ମୁଣ୍ଡକୁ ବୋଝ । ।


ଗଙ୍ଗା ବହୁତ୍ କାନ୍ଦିଲା ଆଉ ନିଜକୁ ନିନ୍ଦିଲା କି ଗୁରୁ ଜି ତା ପାଇଁ ଆଜି ଅପମାନିତ ହେଲେ । ଗଙ୍ଗା ର ବାହା ଘର ପାଇଁ ଲାଗି ପଡ଼ିଲେ କାଳେ ଗଙ୍ଗା ହାତ ରୁ ଖସି ଯିବ ଆଉ ତାଙ୍କ୍ ନାଁ ରେ କ।ଳି ବୋଳିବ । ବହୁତ୍ ଖୋଜା ଖୋଜି କରି ଗୋଟେ ବହୁତ୍ ବଡ଼ ଧନୀ ଘରେ ବାହା କରି ଦେଲେ । ।ବାହା ଘର ପୂର୍ବ ଦିନ ରାତି ରେ ସେ ତା ଗୁରୁ ଙ୍କ ପାଖକୁ କ୍ଷମା ଚିଠି ଟେ ଲେଖି ପଠାଇ ଥିଲା ତା ଭଉଣୀ ସୀତା ହାତରେ


ଲେଖା ଥିଲା (ଗୁରୁ ଜି ମୋତେ କ୍ଷମ। କରି ଦେବେ ୟେ ପରି କୁଳାଙ୍ଗାରି ଛାତ୍ରୀ ନ ମିଳନ୍ତୁ ଆଉ କେବେ ନଚେତ୍ .....ମୋ ପରିବାର ପରି ତା ପରିବାର ଆପଣ ଙ୍କୁ ବେଜ୍ଜିତ୍ କରି ଘୋଉ ଡାଇ ଦେବେ । ଜୀବନ ରେ ଥରେ ଆପଣ ଙ୍କ ସହ ଦେଖା କରିବାକୁ ଚାହୁଁଛି ,କାରଣ ଆପଣ ଙ୍କ ପ।ଦ ତଳେ ପଡି କ୍ଷମା ମାଗି ବାକୁ ଚ।ହୁଁଛି । ।)


ସେ ଚିଠିଟି ଗୁରୁ ଜି ଜଣ ଙ୍କ ପଢି ଗଡ଼ ଗଡ଼ କରି କାନ୍ଦି ପକାଇଲେ ଆଉ ଚିଠିଟି ସେ ବସି କାନ୍ଦୁ ଥିବା ବେଡ୍ ପାଖ ଟେବଲ ତଳ ଠକ୍ ରେ ଅନ୍ୟମନସ୍କ ରେ ରଖି ପଦା କୁ ପଳାଇ ଗଲେ ।

ଆଉ ଗଙ୍ଗା କୁ ଭଲ ପାଉ ଥିବା ପୁଅ ଟି ତାଙ୍କର ସେ ଚିଠି ଟି ପଢି କାନ୍ଦିଲା ଆଉ ଜାଣି ଗଲା ଗଙ୍ଗା। କେବେ ବି ତାର ହୋଇ ପାରିବନି । ।ଗଙ୍ଗା କୁ ସବୁ ଦିନ ପାଇଁ ହରାଇ ଦେଲା ସିଏ,

ଗଙ୍ଗା କିନ୍ତୁ ସେ ପାଖେ ଦୁଃଖେ ଦୁଖେ ଶାଶୂ ଘରକୁ ଚାଲି ଗଲ। କିଛିଟା ସ୍ଵପ୍ନ ନେଇ ମନରେ କି କାଳେ ତା ଶାଶୁ ଘର ଲୋକ ତା ସ୍ଵପ୍ନରେ ତା ସାଥ ଦେବେ । ଆଉ ଯାହା ହାତ ଧରି ଧର୍ମ କୁ ସାକ୍ଷୀ ରାଖୀ ଆଞ୍ଜୁଲି ଚାଉଳ ଫିଙ୍ଗି ଶୁଭ କଳସ କୁ ପ।ଦରେ ଏଡାଇ ନୂଆ ଜୀବନ କୁ ପ୍ରବେଶ କରିଛି ସେ ହିଁ ତାକୁ ବୁଝିବ । ।

ଏପରି ବହୁତ୍ କିଛି ଭାବି ମନକୁ ଭଣ୍ଡ।ଉ ଥାଏ ସେ ଅପେକ୍ଷା କୁ ପୂର୍ଣ୍ଣ ବିରାମ ଚିହ୍ନ ର ଛିଟା ପକାଇ ଆସି ଲା ସେଇ ରାତି ଯାହା ପ୍ରତି ଟି ବିବାହିତ ପୁରୁଷ ମହିଳା ଙ୍କ ଜୀବନ ରେ ଆସେ ।

ଫୁଲରେ ସଜିତ୍ ସ୍ୱର୍ଗ ର ନନ୍ଦନକାନନ ପରି ଦିଶୁ ଥିବା ବେଡରୁମ ର ବେଡ୍ ଉପରେ ବସି ଗଙ୍ଗା ନିଜର ମନକୁ ବୁଝାଉ ଥାଏ । କି ଯାହା ମୋ ଜୀବନ ସାଥୀ ର ଇଚ୍ଛା ତାହା ମୁଁ କରିବି ସବୁ ଦୁଃଖ କଷ୍ଟ ସହି ତାଙ୍କ୍ ପରିବାର କୁ ମୋ ପରିବାର ଭାବି ବି ,,ନଚେତ୍


Rate this content
Log in

Similar oriya story from Abstract