STORYMIRROR

ASWINI DASH ଅଶ୍ୱିନୀ ଦାଶ

Romance

2  

ASWINI DASH ଅଶ୍ୱିନୀ ଦାଶ

Romance

ନ କହିବା କଥା

ନ କହିବା କଥା

1 min
89

ସବୁ କଥା କହିବା ପରେ ବି ତମେ ମିଛ ଭାବୁଥିଲ। ମୁଁ ବି ତମ ଅବୁଝା ମନକୁ ବୁଝାଇବାକୁ ଚାହିଁ ନଥିଲି। ହେଲେ ସବୁ କିଛି ତମେ ଜାଣିବା ବେଳକୁ ବହୁତ ଡେରି ହେଇ ସାରିଥିଲା। ତମ ସ୍ୱପ୍ନରେ ଉଜାଗରର ନିଆଁ ଲାଗି ସାରିଥିଲା।


ତଥାପି ବି ଚୁପ ଥିଲି ମୁଁ। ଅପେକ୍ଷାର କ୍ଷେତ୍ରଫଳ ବି ବଢ଼ି ସାରିଥିଲା। ତେଣୁ ସଙ୍କୁଚିତ ହେଇଗଲି ମୁଁ ଅବପରମାଣୁ ପରି।


ତଥାପି ସବୁ ଯେମିତି ଠିକ ଥିଲା ତମ ପରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance