kamal kumar dash

Drama Romance Tragedy

4.0  

kamal kumar dash

Drama Romance Tragedy

ମେହେନ୍ଦି

ମେହେନ୍ଦି

1 min
246



ନିତାର କlଲି ବାହାଘର ଆଜି ମେହେନ୍ଦି | ନିତା ମେହେନ୍ଦି ଲଗାଇବାକୁ ବସିଲା | କିଛି ସମୟ ପରେ ନିଲ ଲର ଫୋନ ଆସିଲା ସେ ଚମକି ପଡିଲା ଫୋନ ଦେଖି | ନିଲ ତାର ପିଲା ଦିନର ସାଙ୍ଗ ଥିଲା ,ତାକୁ ବହୁତ ଭଲପାଉଥିଲା ଦିନେ | ନିଲ ତା ସାଇକେଲ ବିକି ନିତା ପାଇଁ ପାଉଁଜି କିଣି ଦେଇଥିଲା ନିତା ପାଇଁ ଅନେକ ଗୀତ ବି ଲେଖୁଥିଲା | ନିତା ତା ସାଙ୍ଗରେ କଥା ହେଲା ଓ କହିଲା ଅଳ୍ପ ସମୟ ଆଗରୁ ତୋ କଥା ବହୁତ ମନ ପଡୁଥିଲା ,ହେଲେ ତୁ ଯେତେବେଳେ କିଛ ନକହି ଚାଲିଗଲୁ ଓ ଆଉ ଗାଁ କୁ ଫେରିଲୁନି କି ଚିଠି ଦେଲୁନି ମୁଁ ଘର ଲୋକଙ୍କ କଥାରେ ରାଜି ହୋଇଗଲି | ନିଲ କହିଲା ମୁଁ ଆଜି ବାହାରୁଚି କାଲି ପହଂଚିବି ତତେ ସବୁ କହିବି | ନିତା କହିଲା ତାର ଆଉ କିଛି ମାନେ ନାହିଁ ନିଲ, ଆଉ କାହା ର ମେହେନ୍ଦି ମୁଁ ଲଗାଇ ସାରିଲିଣି ,ତୁ ଆସିଲେ କିଛି ଫରକ  ପଡ଼ିବନି | ସେ କାନ୍ଦୁଥିଲା ହେଲେ ତା ପାଖରେ ଆଉକିଛି ଚାରା ନଥିଲା | ତାପରଦିନ ନିଲ ଆସିଲାଣିହେଲେ ସେ ନିତୁ ପାଇଁ ପଠାଇଥିଲା ଗୋଟେ ନାଲି ଶାଢ଼ୀ ଓ ସୁନା ଫରୁଆରେ ସିନ୍ଦୁର |


Rate this content
Log in

Similar oriya story from Drama