STORYMIRROR

Dr Jharana Satapathy

Abstract

2  

Dr Jharana Satapathy

Abstract

ଖୁସିର ମୂହୁର୍ତ୍ତ

ଖୁସିର ମୂହୁର୍ତ୍ତ

1 min
637

ଆଜିର ଦୁନିଆ ହେଲା ଇଣ୍ଟରନେଟର ଦୁନିଆ ଏବଂ ଇମେଲ ହେଲା ଆମର ଇଣ୍ଟରନେଟ୍ ରେ ନିଜର ଏକ ପରିଚୟ।


ଏମିତିତ ପ୍ରତ୍ୟକ ଦିନ ସବୁବେଳେ ମେଲ୍ ବକ୍ସରେ ମେଲ୍ ଆସେ। ମୁଁ ମେଲ ବକ୍ସକୁ ଯାଇ ସବୁବେଳେ ମୋର ମେଲ୍ ଚେକ୍ କରେ। ମୁଁ ଷ୍ଟୋରିମିରରକୁ ସବୁବେଳେ ଗଳ୍ପ ଏବଂ କବିତା ପଠାଏ। ଗଳ୍ପ କିମ୍ବା କବିତା ପଠାଇଲା ପରେ ମୋ ମେଲ୍ ବକ୍ସକୁ ସଙ୍ଗେ ସଙ୍ଗେ ମେସେଜ୍ ଆସିଯାଏ। ମୁଁ ସିୟୋର ହୋଇଯାଏ ଯେ ମୋ ଗଳ୍ପ କିମ୍ବା କବିତା ପୋଷ୍ଟ ହୋଇସାରିଛି।


13-11-19ରେ ହଟାତ୍ ଏକ ମେଲ୍ ଆସିଲା ଷ୍ଟୋରିମିରର ତରଫରୁ। ମେଲ୍ ବକ୍ସକୁ ଯାଇ ଖୋଲିଲା ବେଳକୁ ଦେଖେ ମତେ ଷ୍ଟୋରିମିରର ତରଫରୁ ସାରସ୍ବତ ସର୍ମାନ ଦେବା ଲାଗି ନିଷ୍ପତି ଗ୍ରହଣ କରାଯାଇଛି। ମୁଁ ସେ ମେଲ୍ ଟିକୁ ପଢି ଏତେ ଖୁସି ହୋଇଯାଇଥିଲି ତାର ସୀମା ନଥିଲା। ମତେ ସେଥିରେ ମେସେଜ୍ ଆସିଥିଲା ଆପଣ ସାରସ୍ବତ ସର୍ମାନ ପାଇବାକୁ ଯାଉଛନ୍ତି ସେଦିନଟି କେବେ ଆପଣକୁ ଯଥାଶୀଘ୍ର ଜଣାଇବୁ। ମୁଁ ଏତିକି ପଢି ଖୁସିରେ ବିଭୋର ହୋଇଯାଇଥିଲି। ମୁଁ ଏକଥା ଆମ ଘରର ପରିବାରର ସମସ୍ତ ସଦସ୍ୟଙ୍କୁ ଜଣାଇଦେଇଥିଲି। ମନେ ମନେ ମୁଁ ଭାବିନେଲି ଯାହାହେଉ ମୋ ପରିଶ୍ରମର ଫଳ ନିଶ୍ଚିତ ମିଳିବ। ଏ ଷ୍ଟୋରିମିରର ଲାଗି ମୁଁ ଆଜି ଏତେ ଗଳ୍ପ ଏବଂ କବିତା ଲେଖିପାରିଛି। ମୁଁ ଏବେବି ମନେରଖିଛି ସେହି ମୂହୁର୍ତ୍ତ, ଜୀବନ ଯାକ ରଖିଥିବି ମଧ୍ୟ। ସେଦିନ ଯଥା ଶିଘ୍ର ଆସିପହଞ୍ଚିବ। ଏହି ଖୁସିର ବାତାବରଣ ,ମନରେ ଏତେ ଆଗ୍ରହ ଆଣିଦେଲା ସତରେ ମତେ ଲେଖିବା ପାଇଁ ଆହୁରି ଉତ୍ସାହିତ କଲା । ଖାଲି ଅପେକ୍ଷା କରିଛି ସେଦିନକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract