ମହାଗାଲୁଆ ସନୁ

Comedy Classics Others

3.5  

ମହାଗାଲୁଆ ସନୁ

Comedy Classics Others

କବିଙ୍କ ଜ୍ଞାନ

କବିଙ୍କ ଜ୍ଞାନ

1 min
171


ମୋ ବନ୍ଧୁ ବ୍ୟଙ୍ଗକାର ସେ ଦିନ ମୋ ସହ ବଜାର ବୁଲୁଥିଲେ । ହଠାତ ମିଠା ଦୋକାନକୁ ଉଠିଗଲେ । ମୁଁ ଜାଣିଛି କବି କାଳେ କାଳେ ଭାରି ସୁଣ୍ଠା , ଜାଣିଚି ସେମାନଙ୍କୁ ବାଡେଇ ଲେବି ଆଠେଣି ବାହାରିବ ନାହିଁ । କିନ୍ତୁ ଯେହେତୁ ସାଥିରେ ଅଛି ତେଣୁ ବାଧ୍ୟ ହେଲି ସାଥିରେ ଯିବାକୁ । 

ମୁଁ ପାଖକୁ ଯାଇଛି ଦେଖେ ତ ବନ୍ଧୁ ଆମର ମିଠା ଦୋକାନର ମିଠାକୁ ଦେଖି କଣ ଗୁଣୁ ଗୁଣୁ ହଉଛନ୍ତି , କାନେଇ ଦେଖିଲି ସେ କହୁଛନ୍ତି, 

ଏଇଟା ରସଗୋଲା ....

ସେଇଟା ବରଫି ...

ଆଉ ଏଇଟା ସେଇ ଗୁଲାପ ଯାମୁନ ! 


ଦୋକାନୀ କିଛି ସମୟ ଦେଖିଲା ପରେ କହିଲା " ଓ ବାବୁ କଣ ନେବ କହୁନା ଏମିତି କାଇଁ ଗହଳି କରୁଛ ।" 


 ମୋ ବ୍ୟଙ୍ଗ ବନ୍ଧୁ କହିଲେ " କଣ କିଣିକି ନେବା ସବୁ କିଛି ହେଇଥାଏ ନା କଣ ? " ଜ୍ଞାନ ଆହରଣ ବି କିଛି ହେଇଥାଏ " । 


#ସିଧାକଥା


Rate this content
Log in

Similar oriya story from Comedy