ଦୁର୍ଘଟଣା
ଦୁର୍ଘଟଣା


ଦିନ କର କଥା ମୁଁ ବହୁତ ଖୁସି ରେ ମୋ ସ୍ୱାମଙ୍କ ସହ ମନ୍ଦିର ବୁଲିବାକୁ ଯାଉଥାଏ, ଆମେ ଦୁଇ ଜଣ ବହୁତ ଭଲ କଥା ହେଇ ହେଇ ରାସ୍ତା ରେ ଯାଉଛୁ । ଆମେ ଦୁଇ ଜଣ ମୋଟର ବା ଇ କ୍ ରେ ଯାଉଛୁ ହଠାତ୍ ଏକ ବାଇକ୍ ଆସି ଆମକୁ ଜୋର୍ ରେ ପିଟିଲା ।କିଛି ଭାବିବା ପୂର୍ବ ରୁ ଦୁର୍ଘଟଣା ହୋଇସାରିଲାଣି ।ଆମେ ଦୁହେଁ ହେଲମେଟ ପିନ୍ଧିଥିଲି ସେଥିପାଇଁ ଆମ ମୁଣ୍ତ ରେ ଆଘାତ ହେଲା ନାହିଁ । କିନ୍ତୁ ଶରୀର ସମସ୍ତ ଅଙ୍ଗ ରାସ୍ତା ରେ ଘଷି ହୋଇଥିବାରୁ ଖଣ୍ଡିଆ ଖାବରା ହୋଇ ଯାଇଥିଲା, ତାପରେ ମୁଁ ବହୁତ ଡରି ଗଲି ଆମ ଦୁଇ ଜଣ କର କିଛି ହୋଇଗଲା ଲି ମୁଁ ବହୁତ୍ କଷ୍ଟ ରେ ଚେଷ୍ଟା କାଲି ଉଠିବା ପାଇଁ ,ଉଠିଲି ବି ଆଉ ଦେଖିଲି ଯାଇ କି ମୋ ସ୍ବାମୀ ଙ୍କୁ ସେ ଠିକ୍ ଅଛନ୍ତି କି ନାହିଁ ଦେଖିଲି ତାଙ୍କ ହାତ ରୁ ରକ୍ତ ବାହାରୁଛି ଏବଂ ପ୍ୟା ଚିରି ଆଣ୍ଠୁ ଖଣ୍ଡିଆ, ମିର ବି ମଧ୍ୟ ସେଇ ଅବସ୍ଥା , ମୁଁ ଏତିକି ଦେଖି ମୋତେ ବହୁତ୍ କଷ୍ଟ ହୋଇଥିବାରୁ ମୁଁ ବେହୋସ୍ ହୋଇଗଲି। ବହୁତ୍ ଜୋର୍ ରେ ପିଟି ହୋଇ ଦରଜ ତାପରେ ଲୋକଙ୍କ o ghara ଲୋକଙ୍କ ସହଯୋଗ ରେ ଡକ୍ଟର ପାଖ କୁ ଗଲୁ , ଡ୍ରେସିଂ
ମେଡ଼ିସିନ୍ ଆଣିଲୁ ।
ଦରଜ ରହିଲା କମିଲା ନାହିଁ ତେଣୁ ସରକାରୀ ଚିକିତ୍ସାଲୟରେ ଦେଖିଲୁ ରୋଗୀଙ୍କୁ ସେ ଠିକ୍ ଦେଖା ଯାଉନାହିଁ । ପ୍ରାଇଭେଟ୍ ରେ ଯେପରି ସମସ୍ତ ତଥ୍ୟ ବୁଝି ମେଡ଼ିସିନ୍ ଲେଖନ୍ତି ସେପରି ଏଠି ନାହିଁ କେବଳ ରୋଗୀଙ୍କୁ ଦେଖି ସାମାନ୍ୟ କିଛି ଶୁଣି ମେଡ଼ିସିନ୍ ଲେଖିବାରେ ଲଗିଯା ନ୍ତିି । ଏ ପରି କାହିଁକି ସରକାରୀ ଚିକିତ୍ସାଳୟରେ କାହିଁକି ଆତ୍ମୀୟତା ନାହିଁ ଯେଉଁଠିକୁ ସେଇ ଡକ୍ଟର ପ୍ରାଇଭେଟ୍ ରେ ସବୁ ବୁଝି କଥା ହୋଇ ନିଜର ହୋଇ ମେଡ଼ିସିନ୍ ଦିଅନ୍ତି ସରକାରୀ କ୍ଷେତ୍ର ସେ ଅନୁଭୂତି ମୁଁ ପାଇଲିନାହିଁ ।
ଭାରି ଦୁଃଖ ଲାଗିଲା ସମସ୍ତ ଲୋକ ମଧ୍ୟବିତ୍ତ ଶ୍ରେଣୀ ର ଲୋକ ଓ ଗରିବ ଘର ଲୋକ ସରକାରୀ ଚିକିତ୍ସାଳୟ ରେ ନିର୍ଭର କରୁଥିବାବେଳେ ଏଠି କର୍ମ ମାନ ବୃତ୍ତି ଦେଖା ଯାଉଛି ସେବା ମନ ବୃତ୍ତୀ ନୁହେଁ ।ଯାହା ନିତାନ୍ତ ଆବଶ୍ୟକ ।
ସେ ଯାହେଉ ଶେଷ ରେ ଆମେ ଦିଜଣ ଭଲ ଅଛୁ ।।
"କର୍ମ କର ସ୍ବାର୍ଥ ରକ୍ଷା ନାହିଁ, ସେବା କର ନିଜର ତଥା ଦେଶ ର ଗୌରବ ବଢ୍।ଅ ପିତା ,ମତ ଙ୍କ ନାମ ରଖି"