STORYMIRROR

Lopamudra Parida

Inspirational

3  

Lopamudra Parida

Inspirational

ଚିହ୍ନନ୍ତୁ

ଚିହ୍ନନ୍ତୁ

1 min
216

ଯେତେବେଳେ ପଚାରିବ, " ଦେହ କେମିତି ଅଛି ? "

ଉତ୍ତର ଫେରିବ, " ଫିଟ୍ ପୁରା ଫିଟ୍, ଆରେ ଆଇରନ୍ ମ୍ୟାନ୍ ପରା " ।

ସିଏ ସେପଟୁ ଆଉ ମୁଁ ଏପଟୁ ହସୁଥିବୁ ଯେ ହସୁଥିବୁ ।

ମୋ ହସରେ ଚିନ୍ତା ଆଉ ଧରିପକେଇଥିବା ମିଛ ଆଶ୍ୱାସନା ଆଉ ସାନ୍ତ୍ୱନା ସହ ଭରସା ବୋଳା ସ୍ନେହ ପାଇଁ ।

ସେପଟେ ହସ , ଲଢିଥିବା ,ଲଢୁଥିବା ଆଉ ଢାଲ ପରି ଠିଆ ହବାର ପଣ ନେଇ ।

ଇଏ ହେଲେ ମୋ ବାପା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational