STORYMIRROR

Akshayakumar Dash

Abstract

3  

Akshayakumar Dash

Abstract

ଛକ

ଛକ

1 min
204

ସହର ଠାରୁ ଗ୍ରାମ ରାସ୍ତା

ପ୍ରଧାନ ରାସ୍ତାକୁ ଛୁଇଁଛି 

ଅନେକ ଉପ ରାସ୍ତା

ଛେଦ ବିନ୍ଦୁ ଚକ

ଯେଉଁଠି ମଣିଷ ଅଟକିପଡେ

କାହାକୁ ଅପେକ୍ଷାକରେ

ଅଟକାଇ ଠିକଣ। ପଚାରେ

ପଥ ଆଉ ଛକ ଦେଇ

ଇତିହାସ ରଚେ

ରାଜା କି ପ୍ରଜା

ଜୀବନର ଦୋଛକିରେ

ହେଲେ ପଥ ଭ୍ରଷ୍ଟ

ଆକାରଣେ ମାଡ଼ିଆସେ ଝଡ।

ଧର୍ଯ୍ୟ ଧରି ଆଗକୁ ଯିବାକୁହେବ

ଛକ ଅତିକ୍ରାନ୍ତକରି

ଲଖ୍ୟସ୍ଥଳ ପହଁଚି

ପଥଶ୍ରାନ୍ତ ଜୀବନରେ

ଅସ୍ବସ୍ତି ଲଭିବl ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract