STORYMIRROR

BIBHUTI BHUSAN SWAIN

Abstract

2  

BIBHUTI BHUSAN SWAIN

Abstract

ଅଣୁ ଗଳ୍ପ-ଫାଶୀ

ଅଣୁ ଗଳ୍ପ-ଫାଶୀ

1 min
221

ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସ୍ତାବତ୍ୟ ହୋଇଥିବା ଅପରାଧୀମାନଙ୍କୁ ମାନ୍ୟବର ସୁପ୍ରିମକୋର୍ଟ ଫାଶୀ ଦଣ୍ଡାଦେଶ ଦେଇଥିବା ବେଳେ ସେଥିରୁ ବଂଚିବା ପାଇଁ ଆସାମୀମାନେ କ୍ୟୁରେଟିଭ ପିଟିସନ୍,ରାଜକ୍ଷମା ଆଦି ବିଭିନ୍ନ ନ୍ୟାୟିକ ଆବେଦନ କରି ଫାଶୀଦଣ୍ଡରୁ ବଂଚିବାକୁ ଚେଷ୍ଟା କରୁଛନ୍ତି । ପରନ୍ତୁ ସାଧୁତା ଓ ନୀତିନିଷ୍ଠ ବ୍ୟକ୍ତିତ୍ୱ ଭାବରେ ସର୍ବତ୍ର ପରିଚିତ ଆମ ଗାଁଆର ରାଧୁ ମାଷ୍ଟ୍ରେଙ୍କ ଏକମାତ୍ର ପୁତ୍ର ଅଜୟ ଦାସ,ଏକ ମିଥ୍ୟା ମାମଲାରେ ଗିରଫ ହୋଇ ଯେଉଁ ଦିନ ଜାମିନରେ

ଘରକୁ ଫେରିଲେ,ସେହି ରାତିରେ ଗାମୁଚ୍ଛାର ଫାଶୀରେ ନିଜକୁ ଝୁଲାଇ ଦେଲେ ନିଜର ସାଧୁତା ପ୍ରମାଣିତ କରିବା ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract