STORYMIRROR

Akshayakumar Dash

Inspirational

2  

Akshayakumar Dash

Inspirational

ଆମ ସାହିତ୍ୟ

ଆମ ସାହିତ୍ୟ

1 min
96

ସେଦିନ ଶିକ୍ଷକ ଅଜୟ ସାର ଶ୍ରେଣୀରେ ସାହିତ୍ୟ ପଢ।ଉଥିଲେ।ଜଣେ ଛାତ୍ର ଠିଆହୋଇ କହିଲା। ସାର ଆମର ଆଜି ଅଳଙ୍କାର ପଢ଼ାହେବ। ଆଉଜନେ ଛାତ୍ରୀ କହିଲା ନା ସାର ଆଜି ଚମ୍ପୁ ପଢ଼ାହେବ। ସାର କହିଲେ ଶୁଣ, ଚମ୍ପୁ କହିଲେ ଗଦ୍ୟ ଓ ପଦ୍ୟ ମିଶ୍ର କାବ୍ୟ ହେଉଛି ଚମ୍ପୁ ।ଚମ୍ପୁ କାବ୍ୟର ଏକପ୍ରକାର ଅଳଙ୍କାର। ସଂସ୍କୃତ ସାହିତ୍ୟରେ ଚମ୍ପୁ ର ପ୍ରୟୋଗ ବହୁଳ ଅଟେ। ତେବେ ଆମ ଓଡ଼ିଆ ଭାଷା ସାହିତ୍ୟର ବି ଚମ୍ପୁ ବ୍ୟବହାର ଦେଖାଯାଇଛି। କବିସୂର୍ଯ୍ୟ ବଳଦେବଓଡ଼ିଆସହିତ୍ୟର ଚମ୍ପୁର ପ୍ରଥମ କବି ।କିଶୋର ଚନ୍ଦ୍ନ।ନ ଚମ୍ପୁ ପ୍ରସିଦ୍ଧ ଅଟେ ।ଚମ୍ପୁ କୁ ଚଉପଦୀ କୁହାଯାଏ ।ଉହାହାରଣ କହଇ ମନ ଆରେ ମୋବୋଲ କର, କଳା ଶ୍ରୀ ମୁଖକୁ ଦେଖିବା ଚାଲ। ଆମ ଓଡ଼ିଆ ସାହିତ୍ୟରେ ଏବେ ଚମ୍ପୁ ବ୍ୟବହାର ପ୍ରାୟ କବିମାନେ ଅକ୍ଷମ। ଦୁଃଖର କଥା ଚମ୍ପୁ ପରି ରସାଳ ରସପୂର୍ଣ ଲେଖାର ଅଭାବନୀୟ ପରିସ୍ଥିତିରେ ଓଡ଼ିଆସହିତ୍ୟି ଗତି କରୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational