STORYMIRROR

Sampad Kumar Behera

Romance

3  

Sampad Kumar Behera

Romance

ତୁମେ

ତୁମେ

1 min
181

ତୁମେ ମୋ ମନର ଅକୁହା ଭାବନା

  ମନର ମାନସୀ ତୁମେ,

ସ୍ୱପ୍ନ ହେଉ ଅବା ସତେ ଚାଲିଆସ 

    ଚାଲିଯିବା ଦୁରେ ଆମେ।

ନଥିବ ବଂଧନ ନଥିବ ତ ଭୟ

  ପ୍ରତିବନ୍ଧକ ନଥିବ,

ଖୋଲା ପୀରତିରେ ମାତିଯିବା ପରା

   ପ୍ରେମ ପ୍ରୀତି ଭରା ଭାବ।

ତୁମ କୁ ଥରେ ଦେଖିଦେଲେ ଖାଲି

   ପେଟ ମୋର ପୁରିଯାଏ,

ତୁମ ସହ ମୁଁହି କଥା ହେଇଗଲେ

 ଆତ୍ମୀୟତା ଭରିଯାଏ।

ତୁମକୁ ଭାବିକି କେତେ ରାତି କଟେ

   ହିସାବ ରଖିଛି କିଏ,

ତୁମ ମନେ ମୁହିଁ ଥାଏ କି ନଥାଏ

   ତୁମକୁ ମୁଁ ଭଲପାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sampad Kumar Behera

କବିତା

କବିତା

1 min ପଢ଼ନ୍ତୁ

କବିତା

କବିତା

1 min ପଢ଼ନ୍ତୁ

ତୁମେ-୨

ତୁମେ-୨

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

Similar oriya poem from Romance