STORYMIRROR

Krushna Chandra Dakua

Abstract

2  

Krushna Chandra Dakua

Abstract

ତୁମେ ନାହଁ ବୋଲି

ତୁମେ ନାହଁ ବୋଲି

1 min
230

ତୁମେ ନାହଁ ବୋଲି ତ 

ମନେ ପଡ଼ ବେଶି

ମନ ପଡ଼େ ତୁମରି ହସ

କଥା ଦୁଇ ପଦେ 

କହୁଥିଲ କମ

ଥିଲା ତୁମ ସୁନ୍ଦର ବେଶ 

ମୂଁ ତ ଗୋଟଏ ଦିଗହରା ପକ୍ଷୀ

ତୁମ ପାଖେ କେମିତି ବାନ୍ଧିବି ବାସ

ତୁମ ହସେ ବୋଧେ 

ଲାଗିଛି କାହା ନଜର

ମୂଁ ତ ହୋଇଛି ପର

ମୋ ଅଭୂଲା ଅତୀତ 

କିଛିଦିନ ମଧ୍ୟେ 

ନିଶ୍ଚେ ହୋଇବ ଛାର ଖାର

ହଁ ନିଶ୍ଚେ ହୋଇବ ଛାର ଖାର

ତୁମେ ପାଖେ ନାହଁ ସତ କିନ୍ତୁ

ମୋ ପାଖେ ଅଛି ଅତୀତର ସ୍ମୃତି 

ଆଜିବି ଜୀବିତ  

ମୂଁ ଯେମିତି ଝୁରୁଅଛି 

ସେ ଦିନ ଅତୀତ

ତୁମେ ବି ଦିନେ ଝୁରିବ

ତାହା କିଛି ହେବନାହିଁ

କେବେଳ ସେ ସାଇତା ଅତୀତ

ଏକାନ୍ତ ଝୁରି ଝୁରି କାନ୍ଦି ମରିବ

ଜାଣି ନାହିଁ ସିଏ କାହିଁକି ରହିଛି

ରହିବ କି ନାହିଁ ଚିର ଦିନ

କିନ୍ତୁ ସେ ଚିତ୍ର ଦେଖିଲେ

ମନେ ପଡୁଥିବ ସଦା ସେ ଦିନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract