STORYMIRROR

Pramod Kumar Bhoi

Classics

3  

Pramod Kumar Bhoi

Classics

ତୁମେ ଗଲା ପରେ

ତୁମେ ଗଲା ପରେ

1 min
19

ତୁମେ ଗଲା ପରେ ଭୁଲ୍ ହୋଇ ଗଲା

ଚାଲି ବାର ରାସ୍ତା ମୋର....

ତୁମେ ଥିବାବେଳେ ଯେ ଝୁଣ୍ଟୁ ଥିଲି

ହାତ ଧରି ଟାଣି ନେଉଥିଲ ମତେ

ତମେ ଗଢି ଥିବା ସୁନା ସଂସାର ଟା

ଚୂନା ହୋଇ ଗଲା ଅଦିନିଆ ବତାଷି ଝଡେ।

କେତେ ଦୁଖ କଷ୍ଟେ ଜୀବନ ବିତୁଛି

ସାହା ନାହିଁ ପାଖେ କିଏ।

ନିଜ ଦୁଃଖ ଭୁଲି ଅନ୍ୟକୁ ହସାଇବା କୁ

ସାମର୍ଥ୍ୟ ନାହିଁ ମୋ ଭିତରେ

ତଥାପି ଅବିରତ ଚେଷ୍ଟିତ ମୋ ତନୁ ମନ

ଲୁଚି ଲୁଚି ଆଖି ଲୁହରେ ଝରୁଛି କେତେ।

ତୁମେ ଗଲା ପରେ ବୋଉ କେତେ ନିନ୍ଦା 

ଅବବ କାନରେ ମୋର ଶିହରଣ ଖେଳିଗଲା

ଉତ୍ତର ଜାଣି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics