Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lakshapati Podh

Romance

2  

Lakshapati Podh

Romance

ତୁମ ସ୍ମୃତି

ତୁମ ସ୍ମୃତି

1 min
347


ମୋ ମନ ଉପବନେ ତୁମେ ଅଛ ପ୍ରିୟା

ରହି ଅଛି ତୁମ ସ୍ମୃତି ।

ଦେଖିବାକୁ ତୁମକୁ ଆଶା ଲୋଡୁ ଅଛି

କଟିଯାଉଛି ମୋ ଦିନରାତି।।

ଭଲ ଯେ ପାଉଛି ମନ ମୁଁ ଦେଇଛି

କହୁନାହିଁ ମିଛ କିଛି।

ବୁଝିବାକୁ ଥରେ ଚେଷ୍ଟା କର ପ୍ରିୟା

ମୋ ହ୍ରୁଦୟ ସ୍ପନ୍ଦନ ର ଗତି।।

ସପନେ ଆସୁଛ ମୋ ସାଥେ ହସୁଛ

ବାଣ୍ଟୁ ଅଛ ପ୍ରେମ ଗୀତି।

ସ୍ପନ୍ଦନେ ରୋଦନେ ଭାବନେ ସପନେ

ଭାସୁଅଛି ତୁମ ସ୍ମୃତି ।।

କାହିଁକି କେଜାଣି କେମିତି ତୁମକୁ

ଭଲ ପାଉଛି ଏତେ ବେଶୀ ।

କେମିତି ଭୁଲିବି କେମିତି ବଞ୍ଚିବି

ଜାଣି ପାରୁନାହିଁ ମୁଁ କିଛି ।।



Rate this content
Log in

Similar oriya poem from Romance