STORYMIRROR

kamal kumar dash

Romance

3  

kamal kumar dash

Romance

ତୁମ ମନ କଥା

ତୁମ ମନ କଥା

1 min
398


 ତୁମ କବିତାରେ    ତୁମରି କଥାରେ 

     ଖାଲି ତୁମ ମନ କଥା 

କେବେ ବି ବୁଝନି   କେବେ ପଚlରନି 

     ମୋ ମନ ର ମନ କଥା (୧)

ମନ ଆନମନା   ସବୁ ଖାଲି ଖାଲି 

     ମନ୍ଦିରରୁ  ନଈକୂଳ 

ଦୁନିଆଁ ଟା ଆଜି   ରଙ୍ଗ ହୀନ ଲାଗେ   

     ତୁମେକି ବୁଝିବ ମୁଲ (୨ )

ଜlଳୁଛି ଦୀପାଳି    ଜାଳୁଥିବି ସଦା 

     ସାଥି ମୁଁ ତୁମରି ପାଇଁ 

ଯେତେ ଦୂରେ ଥାଅ ଅବା ଭୁଲି ଯାଅ 

    ହେଲେ ମୁଁ ଭୁଲିବି ନାହିଁ (୩ )       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance