STORYMIRROR

Dr.Prativa manna

Abstract

2  

Dr.Prativa manna

Abstract

ତମ ପାଇଁ

ତମ ପାଇଁ

1 min
97

ଗୋଲାପକୁ ଆପଣେଇ ଭଲ ପାଇଲି

ଯେବେ ଛୁଇଁ ବାକୁ ଚେଷ୍ଟା କରିଲି

ତା କଣ୍ଟାରେ ଆଘାତ 

ପାଇଲି

 ତୋଳିବା ଆଗରୁ ହେଲି କ୍ଷତାକ୍ତ

ନ ପାରିଲି ଛୁଇଁ

 ଯତ୍ନରେ ତୋଳି ମୁଁ 

ପାରିଲିନି ବୋଲି 

ପାଖରେ ରଖି ପାରିଲିନି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr.Prativa manna

Similar oriya poem from Abstract