Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Comedy Others

4.0  

Gyanendriya Dash

Comedy Others

ସୁପର ପାୱାର

ସୁପର ପାୱାର

1 min
174



ଆଜିକା ଯୁଗରେ

ମିଳିଯାଏ ଯଦି

କାହାକୁ ସୁପର୍ ପାୱାର୍ ।


ଅଣ୍ଡର୍ ରେ ଥିବା

କିରାଣୀ ପିଅନେ

କରେ ନାହିଁ ସିଏ କେୟାର୍ ।


ମନ ମୁତାବକ

ଡ୍ୟୁଟିକୁ ଆସେ ସେ

ଚିନ୍ତା ନାହିଁ ତାର ମାଇଣ୍ଡରେ ।


ସଭିଙ୍କୁ ତାହାର

ପାୱାର୍ ଦେଖାଏ

ମନ ଉଡୁଥାଏ ୱାଇଣ୍ଡରେ ।


ଭୁଲ୍ ଟୁଲ୍ କରି

ଇଂଲିଶ୍ କହିବା

ହୋଇଯାଏ ତାର ହେବିଟ୍ ।


ଶାସନ କରିବା

ନିଶାରେ ତାହାର

ବଢୁଥାଏ ତା ହାର୍ଟ୍ ବିଟ୍ ।


ଅଫିସ୍ ରେ କେହି

କେବେହେଲେ ଟିକେ

ସାମ୍ନାରେ ନ କରି ସ୍ମାଇଲ୍ ।


ବାଧ୍ୟ ବାଧକରେ

କରୁଥାନ୍ତି ଖାଲି

ଗୁଡ଼ାଇ ତୁଡ଼ାଇ ଫାଇଲ୍ ।


ସୁପର୍ ପାୱାର୍

ଵାଲା ରିଟାୟର୍ଡ୍

ଅବା ଟ୍ରାନ୍ସଫର୍ ହୋଇଲେ ।


କେହି କର୍ମଚାରୀ

ମଣନ୍ତି ନି ଦୁଃଖ

ଅବା ରିଏଲାଇଜ୍ ତିଳେ ।


       


Rate this content
Log in

Similar oriya poem from Comedy