STORYMIRROR

SJ Technics

Romance Tragedy

3  

SJ Technics

Romance Tragedy

ସପନରେ ଚାଲିଗଲ

ସପନରେ ଚାଲିଗଲ

1 min
119


ସ୍ୱପ୍ନର ପରୀ ମୋ ସ୍ୱପ୍ନର ମାନସୀ 

ତୋଫା ମୁହଁ ଜହ୍ନ ପରି

ନିଦ ଭାଙ୍ଗି ତୁମେ କୁଆଡେ ଗଲ କି

ଆଗୋ ମୋ ସରଗ ପରୀ


ଚାରିଦିନ ଚାରିରାତି ଶୋଇଥିଲି 

ତୁମକୁ ଦେଖିବା ପାଇଁ

ସ୍ୱପ୍ନ ମୋର ସତ କେବେ ନ ହୋଇଲା 

ଆସିଲନି ସ୍ୱପ୍ନେ କାହିଁ 


କହିବା ଆଗରୁ କରିଦେଲ ତୁମେ

ଆମ ଏ ସମ୍ପର୍କ ଅଧା

ମୋର ଏ ଜୀବନ ଛାଡି ଚାଲିଗଲ 

ହୃଦୟରୁ କଲ ବିଦା


ଖେଳନା ଭଳିଆ ଯଦିଓ ଖେଳିନ 

କଣ୍ଢେଇ ଧରେଇ ଦେଲ

ସତ ଜୀବନରେ ସ୍ୱପ୍ନକୁ ଦେଖେଇ 

ସପନର ଚାଲିଗଲ 



Rate this content
Log in

Similar oriya poem from Romance