SJ Technics

Abstract

4  

SJ Technics

Abstract

ରୁହ

ରୁହ

1 min
283


ହାତ ଟିକେ ମୁଠା କରି 

ନୀରବରେ କୁହ 

ମଜବୁତ୍ ଏ ମନ ମୋର 

କାହା ପରି ନୁହଁ ।

ଆଖି ବନ୍ଦ କରି ଥରେ 

ଅନ୍ଧକାର ଦେଖ

ବୁଝିଯିବ ଜୀବନକୁ 

ମନେ ତୁମେ ରଖ ।

ସବୁ କିଛି ପାଣି ପରି 

ବହି ଚାଲି ଯିବ 

ତୁମେ ଏଠି ବହୁ ଶୀଘ୍ର

ବୁଢ଼ା ହେଇଯିବ ।

କର ନାହିଁ ଲୋଭ ଏବେ

ଛାଡିଦିଅ ମୋହ 

ସତ କଥା କହି

ସତ୍ୟପଥେ ତୁମେ ରୁହ ।।


Rate this content
Log in

Similar oriya poem from Abstract