Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra padhi

Romance Others

3  

Prafulla Chandra padhi

Romance Others

ସ୍ପନ୍ଦିତ ଜୀବନ

ସ୍ପନ୍ଦିତ ଜୀବନ

1 min
435


ପିଠି ଥାପୁଡେଇବାକୁ

ନାହାନ୍ତି କେହି

ଚାରି ପଟ ଶୂନ୍ୟତା !

ତଥାପି ତମ ବାଟ ଚାଲିବା ଦେଖି ମୁଁ

କାବା !

ଚନ୍ଦନ ହୃଦୟ ଖୋଜୁଚି

ଶୀତ ସକାଳ ର ଫୁଲ ପରି

ହେଇଥିବ ପ୍ରୀତି ଭରା ଆସ ଗପିବା

ଯିଏ ଯେଉଁଠି ଅଛ ସଜ ହୁଅ

ଏବେ ଖୋଜା ଚାଲିଚି ହୃଦୟ ॥

ଗପ ଭିତରେ ହୁଏତ ମିଳି ଯାଇପାରେ

ମହୁ ଫେଣା ସ୍ପନ୍ଦନ

ଧୀର ପବନରେ ଝୁଲୁ ଥିବା

ପତ୍ର ର ଗହଳ ପଣ ॥



Rate this content
Log in

Similar oriya poem from Romance