STORYMIRROR

Prafulla Chandra padhi

Inspirational

2  

Prafulla Chandra padhi

Inspirational

ସଫଳତାର ସୂତ୍ର

ସଫଳତାର ସୂତ୍ର

1 min
192

ମଣିଷ ତିଆରି

କରିବାର ଯାତ୍ରାରେ

ମୁଁ ସାମିଲ଼ -

ମୁଁ ଶିକ୍ଷକ ॥

ଜୀବନକୁ ଗଢ଼ିବାର

ଗଢ଼େଇ ବାର

କଉଶଳ ଦେବାରେ

ମୁଁ ନିୟୋଜିତ __

ମୁଁ ଶିକ୍ଷକ ॥

ସଫଳତାର ସୂତ୍ର

ବତାଇ ବାରେ

ମୁଁ ଜଡ଼ିତ __

ମୁଁ ଶିକ୍ଷକ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational