STORYMIRROR

pradeep jilikara

Abstract Tragedy

2  

pradeep jilikara

Abstract Tragedy

ସଫଳ ବିଫଳ

ସଫଳ ବିଫଳ

1 min
122

ଯାହା ତୁମେ ମନ ଅନ୍ତର ଭିତରୁ

ପାଇବାକୁ ଇଛା କର

ନିଶ୍ଚିତ ପ୍ରାପତ ହୋଇବ ତାହାଟି

କହୁଛି ସତ୍ଯ ତ୍ରିବାର

ଯାହା ଫଳ ତୋରେ ପ୍ରାପତ ନୋହିଲା

ଚାହିଁ ନାହଁ ଶତଗୁଣ

ନୋହିଲେ କାହିଁକି ବିଫଳ ହୁଅନ୍ତା

ବାରେ ଚେଷ୍ଟା କରି ପୁଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract