STORYMIRROR

pradeep jilikara

Abstract Tragedy

2  

pradeep jilikara

Abstract Tragedy

ଅମୂଲ୍ଯ ଜୀବନ

ଅମୂଲ୍ଯ ଜୀବନ

1 min
123

ଦୁଃଖର ଅମାବାସ୍ଯା ଯେବେ 

କରିବ ଅତିକ୍ରମ

ତେବେ ସିନା ଦେଖିବ ପୁଣି

ପୂର୍ଣ୍ଣମୀର ଜହ୍ନ

ଏଥି ପାଇଁ ଲୋଡା ମାତ୍ର 

ଧୈର୍ଯ୍ୟ ଓ ସହନ

ହାରିଗଲେ ତ ସରିଲା

ଅମୂଲ୍ଯ ଜୀବନ


Rate this content
Log in

Similar oriya poem from Abstract