Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nayak Akshaya raazhasti

Inspirational

3  

Nayak Akshaya raazhasti

Inspirational

ସଞ୍ଚୟ

ସଞ୍ଚୟ

1 min
11.6K


ଆଗାମୀ ସକାଳକୁ ନୂଆ ରୂପରେ ଦେଖିବାକୁ

ବ୍ୟାକୁଳ ମନଟି ଆଶା ବାନ୍ଧେ

ଚେତନାର ଖିଅ ଲମ୍ବେଇ ଦେଇ

ଗୁରୁ କରେ ସେ ଏ ଫୁଲରୁ ସେ ଫୁଲକୁ ଉଡି ବୁଲି

ମଧୁ କଣିକା ସଂଗ୍ରହ କରୁଥିବା ମହୁମାଛିକୁ...

ସାହସ ସଞ୍ଚୟ କରାଏ

ଜୀବନ ଯୁଦ୍ଧରେ ଜିତିବା ପାଇଁ

ଆଉ

ଆଗାମୀ ବଂଶଧରକୁ ଉଦାହରଣଟିଏ ନିଜକୁ ସଜାଇ l


ଉଜୁଡ଼ା ଅର୍ଥନୈତିକକୁ ସଜାଡ଼ିବାର ଦୃଢ଼ ସଂକଳ୍ପ ନେଇ

ଭାବନା ରେ ଗଚ୍ଛଟିଏ ଦିଏ ଲଗାଇ

ନତୁବା ସଂସାର ହାଟରୁ କୁମ୍ପିଟିଏ କିଣି ଆଣି

ପ୍ରସ୍ତୁତ କରେ ନିଜକୁ ଆଉ ପ୍ରେରଣା ଦିଏ

ସାମାଜକୁ ଜମାକାରୀ ଭାବେ ପରିଚିତ ହୋଇ l


Rate this content
Log in

Similar oriya poem from Inspirational