ସଂପର୍କର ନିବିଡ଼ତା
ସଂପର୍କର ନିବିଡ଼ତା
ସଂପର୍କର ଏହି ନିବିଡ଼ତାକୁ
ଶ୍ରେଷ୍ଠ ଭାବେ ମୁଁ ଏ ସଂଯୋଗ କୁ।
କୋଟିଏ ରେ ତୁମେ ଗୋଟିଏ ମୋତି
କେବଳ ଜାଣତି ଜଗତପତି।।
ସୁର ତାଳ ସାଁଇ ଦିଅନ୍ତି କହି
ସବୁ ଆସିଅଛୁ ନାୟକ ହୋଇ।
ଅକାରଣେ ହୁଏ ନାହିଁ କିଛି ଏ ଜଗତେ
ଆଶୀର୍ବାଦ ଦିଅ କରୁଛୁ ପ୍ରଣିପାତ।।
