Pramod Kumar Raul

Classics Inspirational Others


2  

Pramod Kumar Raul

Classics Inspirational Others


ସ୍ମୃତି

ସ୍ମୃତି

1 min 0 1 min 0


ବୟସ ଛାପରେ ନଇଁ ମୁଁ ଯାଇନି

ଜୀବନର ସ୍ମୃତି କୁ ଗଣ୍ଠିଳିକରି

କେତେ ବୋହିନେବି ଏକଲା 

ଖୋଜି ମୁଁ ଚାଲିଛି ଚାଲିଥିବି

ଦରଦୀ ବନ୍ଧୁଟିଏ ମିଳିଯାଆନ୍ତା ଭଲା ।

               

             


Rate this content
Log in

More oriya poem from Pramod Kumar Raul

Similar oriya poem from Classics