ସ୍ମୃତି
ସ୍ମୃତି


ବୟସ ଛାପରେ ନଇଁ ମୁଁ ଯାଇନି
ଜୀବନର ସ୍ମୃତି କୁ ଗଣ୍ଠିଳିକରି
କେତେ ବୋହିନେବି ଏକଲା
ଖୋଜି ମୁଁ ଚାଲିଛି ଚାଲିଥିବି
ଦରଦୀ ବନ୍ଧୁଟିଏ ମିଳିଯାଆନ୍ତା ଭଲା ।
ବୟସ ଛାପରେ ନଇଁ ମୁଁ ଯାଇନି
ଜୀବନର ସ୍ମୃତି କୁ ଗଣ୍ଠିଳିକରି
କେତେ ବୋହିନେବି ଏକଲା
ଖୋଜି ମୁଁ ଚାଲିଛି ଚାଲିଥିବି
ଦରଦୀ ବନ୍ଧୁଟିଏ ମିଳିଯାଆନ୍ତା ଭଲା ।