STORYMIRROR

Prafulla Chandra padhi

Classics

2  

Prafulla Chandra padhi

Classics

ସ୍ମୃତି ର ମନ୍ଦିର

ସ୍ମୃତି ର ମନ୍ଦିର

1 min
124

ଅତିକ୍ରାନ୍ତ ସମୟ ର

ନଈ ପଠାରେ

ଗତ ଦିନ ରଂଗ ସବୁ

ମନେ ପଡେ

ବିଦ୍ୟାଳୟ

ଯାହା ମନତଳେ

ମହ ମହ ॥

ସୁଖ ସବୁ

ଅଜାଡି ହେଇ ପଡେ

ନେଇ ଯାଏ

ଗୀତ ର ସାମ୍ରାଜ୍ଯକୁ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics