STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ସ୍ମୃତି ର ଗୀତ

ସ୍ମୃତି ର ଗୀତ

1 min
198

ଝାପ଼ସା ସେ ଦିନ ମାନ

ବାପାଂକ ହାତ ଧରି

ମୁଁ ଯାଇ ଥିଲି ବିଦ୍ୟାଳୟ

ବାପା ଏବେ ତରା

ମୋ ପ୍ରିୟ ଶିକ୍ଷକ

ମାନେ ଏବେ କୁଆଡ଼େ

ଋତୁ ପରି ଅତିକ୍ରାନ୍ତ ବୟସ ରେ

ମୁଁ ଖୋଜୁଚି ଗତ ସ୍ମୃତି

କେତେ ସ୍ୱପ୍ନିଳ

ଅଝଟ ପଣିଆ କୁ

ମା'ମୋର ସହିଚି କେତେ

ବିଦ୍ୟାଳୟ ରେ

ପ୍ରଥମ ଦିନ ର

ସ୍ମୃତି ସବୁ

କେତେ ରଂଗୀନ଼



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract