STORYMIRROR

Prafulla Chandra padhi

Romance

2  

Prafulla Chandra padhi

Romance

ସ୍ମୃତି କେବେ ହଜେ ନାଇଁ

ସ୍ମୃତି କେବେ ହଜେ ନାଇଁ

1 min
162

     

ଆମ ଘର ଆଗରେ 

  ଠିଆ ହେଲେ  

  ଦିଶି ଯାଏ

ଚିକି ମିକି ତାରାଫୁଲ ପରି

  ଆଲୋକ ମାଳା

  ଶିଶୁ ର ନିଷ୍ପାପ ହସ ଭଳି

  ଧାରେ ଧୂଆଁ ର ସ୍ରୋତ

  ତମ ସ୍ମୃତି ଭାସି ଆସେ

   ସେ ଧୂଆଁ ରେ ॥

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance